କଇଁଛ ଚୋରା ଚାଲାଣ: ବନ ବିଭାଗର ଚଢାଉ, ୧୫୦ ଜୀବନ୍ତ କଇଁଛ ଉଦ୍ଧାର

The Sakala Picture
Published On

କାଲିମେଳା: ଆଗରୁ ବିଭିନ୍ନ ଜିନିଷ ଚୋରା ଚାଲାଣ ହେଉଥିବ ବେଳେ ଏବେ କଇଁଚ ଚୋରା ଚାଲାଣ ହେଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ରେ ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ୍‌ କରାଯାଇଛି। ଚଡ଼ାଉ ସମୟରେ ଚାଲାଣକାରୀଙ୍କ ଠାରୁ ୧୫୦ଟି ଜୀଅନ୍ତା କଇଁଛ ଉଦ୍ଧାର କରାଯାଇଥିବା ବେଳେ ୨ଟି ବାଇକ ଜବତ କରାଯାଇଛି। ଆନ୍ଧ୍ର ଜଙ୍ଗଲରୁ କଇଁଛ ଆଣି କାଲିମେଳା ଟିଗଲ ପଞ୍ଚାୟତର ଏମପିଭି-୬୫ରେ ବିକ୍ରି ପାଇଁ ଡିଲ୍‌ ବେଳେ ଚଢାଉ କରିଥିଲା ବନ ବିଭାଗ। […]

କାଲିମେଳା: ଆଗରୁ ବିଭିନ୍ନ ଜିନିଷ ଚୋରା ଚାଲାଣ ହେଉଥିବ ବେଳେ ଏବେ କଇଁଚ ଚୋରା ଚାଲାଣ ହେଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ରେ ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ୍‌ କରାଯାଇଛି। ଚଡ଼ାଉ ସମୟରେ ଚାଲାଣକାରୀଙ୍କ ଠାରୁ ୧୫୦ଟି ଜୀଅନ୍ତା କଇଁଛ ଉଦ୍ଧାର କରାଯାଇଥିବା ବେଳେ ୨ଟି ବାଇକ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଆନ୍ଧ୍ର ଜଙ୍ଗଲରୁ କଇଁଛ ଆଣି କାଲିମେଳା ଟିଗଲ ପଞ୍ଚାୟତର ଏମପିଭି-୬୫ରେ ବିକ୍ରି ପାଇଁ ଡିଲ୍‌ ବେଳେ ଚଢାଉ କରିଥିଲା ବନ ବିଭାଗ। ଚୋରାଚାଲାଣରେ କିଛି ଆନ୍ତଃରାଜ୍ୟ ମାଫିଆ ଓ ସ୍ଥାନୀୟ ବ୍ୟବସାୟୀ ସାମିଲ ଥିବା ସନ୍ଦେହ କରାଯାଉଛି। ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ବନ ବିଭାଗ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର