ମନୋରଞ୍ଜନ
ଓଡ଼ିଶା
ରାଉରକେଲା ସହରବାସୀଙ୍କ ପାଇଁ ଖୁସି ଖବର: ଜାନୁଆରୀ ପ୍ରଥମ ସପ୍ତାହରୁ ଗଡିବ ମୋ ବସ, ଉଡ଼ିବ କମର୍ସିଆଲ ଫ୍ଲାଇଟ
ରାଉରକେଲା: ରାଉରକେଲା ସହରବାସୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲା ସହରରୁ ମୋ ବସ ସେବା ଆରମ୍ଭ ହେବା ସହ ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲାରୁ କମର୍ସିଆଲ ଫ୍ଲାଇଟ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଫ୍ଲାଇଟ ଚଳାଚଳ ଆରମ୍ଭ ହେବ। ଡିଜିସିଏ ଠାରୁ ଲାଇସେନ୍ସ ମିଳି ସାରିଥିବା ବେଳେ ହକି ଖେଳାଳିଙ୍କ ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି, […]
ରାଉରକେଲା: ରାଉରକେଲା ସହରବାସୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲା ସହରରୁ ମୋ ବସ ସେବା ଆରମ୍ଭ ହେବା ସହ ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲାରୁ କମର୍ସିଆଲ ଫ୍ଲାଇଟ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଫ୍ଲାଇଟ ଚଳାଚଳ ଆରମ୍ଭ ହେବ। ଡିଜିସିଏ ଠାରୁ ଲାଇସେନ୍ସ ମିଳି ସାରିଥିବା ବେଳେ ହକି ଖେଳାଳିଙ୍କ ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି।
ସେହିପରି, ରାଉରକେଲା ସହରରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ମୋ ବସ ଚଳାଚଳ କରିବ। ରାଉରକେଲା ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ମୋ ବସ ସେବା ଆରମ୍ଭ ହେବ। ୨୫ଟି ବସ ରାଉରକେଲା ସହରକୁ ଆସି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ସହରରେ ମୋ ବସ ସେବା ଉଦଘାଟନ କରିବେ ବୋଲି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି।