ଖୁସି ଖବର: ସୁସ୍ଥ ହେଲେ ରାଜ୍ଯର ପ୍ରଥମ ଓମିକ୍ରନ ଆକ୍ରାନ୍ତ

The Sakala Picture
Published On

କଟକ: ରାଜ୍ଯରେ ଓମିକ୍ରନକୁ ନେଇ ଆଶ୍ୱସ୍ତି କର ଖବର। ସୁସ୍ଥ ହୋଇଛନ୍ତି ରାଜ୍ୟର ପ୍ରଥମ ଓମିକ୍ର ଆକ୍ରାନ୍ତ। ସେ କଟକ ଅଶ୍ୱିନୀ ହସ୍ପିଟାଲରେ ୧୭ ତାରିଖରୁ ଚିକିତ୍ସିତ ହେଉଥିଲେ।  ଆଜି ଡିସଚାର୍ଜ ହୋଇଛନ୍ତି।  ନିର୍ଦ୍ଧାରିତ ୧୦ ଦିନର ଚିକତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ସେ ସୁସ୍ଥ ହୋଇ ଘରକୁ ଗଲେ ମଧ୍ଯ ୭ ଦିନ ଆଇସଲେସନରେ ରହିବେ ବୋଲି ଡାକ୍ତର […]

କଟକ: ରାଜ୍ଯରେ ଓମିକ୍ରନକୁ ନେଇ ଆଶ୍ୱସ୍ତି କର ଖବର। ସୁସ୍ଥ ହୋଇଛନ୍ତି ରାଜ୍ୟର ପ୍ରଥମ ଓମିକ୍ର ଆକ୍ରାନ୍ତ। ସେ କଟକ ଅଶ୍ୱିନୀ ହସ୍ପିଟାଲରେ ୧୭ ତାରିଖରୁ ଚିକିତ୍ସିତ ହେଉଥିଲେ।  ଆଜି ଡିସଚାର୍ଜ ହୋଇଛନ୍ତି।  ନିର୍ଦ୍ଧାରିତ ୧୦ ଦିନର ଚିକତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ସେ ସୁସ୍ଥ ହୋଇ ଘରକୁ ଗଲେ ମଧ୍ଯ ୭ ଦିନ ଆଇସଲେସନରେ ରହିବେ ବୋଲି ଡାକ୍ତର ସୂଚାନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର