ବଢୁଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ଯ: ଦିନ ଦ୍ବିପ୍ରହରରେ ବ୍ଯବସାୟୀଙ୍କୁ ଗୁଳିମାଡ
ଭୁବନେଶ୍ବର: କଟକ ଉପକଣ୍ଠ କନ୍ଦରପୁରରେ ଗୁରୁବାର ଦୁର୍ବୃତ୍ତଙ୍କ ଗୁଳୁମାଡରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଗୁଳିମାଡର ଶିକାର ହୋଇଥିବା ବ୍ଯବସାୟୀ ଜଣଙ୍କ ହେଉଛନ୍ତି କ୍ଷୀରୋଦ ଚନ୍ଦ୍ର ସାହୁ । ସୂଚନା ଅନୁଯାୟୀ, କଟକ ଉପକଣ୍ଠ କନ୍ଦରପୁରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି । ଗୁଳିମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କ ଗୋଡରେ […]
ଭୁବନେଶ୍ବର: କଟକ ଉପକଣ୍ଠ କନ୍ଦରପୁରରେ ଗୁରୁବାର ଦୁର୍ବୃତ୍ତଙ୍କ ଗୁଳୁମାଡରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଗୁଳିମାଡର ଶିକାର ହୋଇଥିବା ବ୍ଯବସାୟୀ ଜଣଙ୍କ ହେଉଛନ୍ତି କ୍ଷୀରୋଦ ଚନ୍ଦ୍ର ସାହୁ ।
ସୂଚନା ଅନୁଯାୟୀ, କଟକ ଉପକଣ୍ଠ କନ୍ଦରପୁରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି । ଗୁଳିମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଗୁଳି ମାଡ କରି ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।