ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

The Sakala Picture
Published On

କଟକ: କଟକ ଜଗତପୁର ଏକ ଧୂପକାଠି କାରଖାନାରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଲଦୀପ୍ ବ୍ରାଣ୍ଡ ଧୂପକାଠି ରହିଥିବାବେଳେ ଲାଗିଛି ନିଆଁ । ଏସ୍ ଏସ୍ ଏଣ୍ଟରପ୍ରାଇଜର୍ସ ନାମକ ଏହି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ କାରଖାନାରେ ପ୍ରସ୍ତୁତ ହେଉଥିବା ମଙ୍ଗଲଦୀପ୍ ବ୍ରାଣ୍ଡର ଧୂପକାଠି ଜଳି ଯାଇଛି । ସେପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଜଣାପଡି ନାହିଁ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ ପାଇଁ […]

କଟକ: କଟକ ଜଗତପୁର ଏକ ଧୂପକାଠି କାରଖାନାରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଲଦୀପ୍ ବ୍ରାଣ୍ଡ ଧୂପକାଠି ରହିଥିବାବେଳେ ଲାଗିଛି ନିଆଁ । ଏସ୍ ଏସ୍ ଏଣ୍ଟରପ୍ରାଇଜର୍ସ ନାମକ ଏହି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ କାରଖାନାରେ ପ୍ରସ୍ତୁତ ହେଉଥିବା ମଙ୍ଗଲଦୀପ୍ ବ୍ରାଣ୍ଡର ଧୂପକାଠି ଜଳି ଯାଇଛି । ସେପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଜଣାପଡି ନାହିଁ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ ପାଇଁ ଚେଷ୍ଟା ଚଳାଇଛନ୍ତି । ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

17 Oct 2021 By The Sakala

ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ଏକ ଧୂପକାଠି କାରଖାନାରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଲଦୀପ୍ ବ୍ରାଣ୍ଡ ଧୂପକାଠି ରହିଥିବାବେଳେ ଲାଗିଛି ନିଆଁ । ଏସ୍ ଏସ୍ ଏଣ୍ଟରପ୍ରାଇଜର୍ସ ନାମକ ଏହି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ କାରଖାନାରେ ପ୍ରସ୍ତୁତ ହେଉଥିବା ମଙ୍ଗଲଦୀପ୍ ବ୍ରାଣ୍ଡର ଧୂପକାଠି ଜଳି ଯାଇଛି । ସେପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଜଣାପଡି ନାହିଁ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ ପାଇଁ ଚେଷ୍ଟା ଚଳାଇଛନ୍ତି । ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

https://www.thesakala.in/latest-odisha-news/fire-in-jagatpur-agarabati-industry/article-6163
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର