୧୮ରୁ ଆଗ୍ନିକ ଓ ଅଗ୍ନିଶମ ଡ୍ରାଇଭର ନିଯୁକ୍ତି ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର୍‌ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଆଗ୍ନିକ ପଦ ପାଇଁ ୫୮୭୭ଜଣ ଓ ଆଗ୍ନିକ ଡ୍ରାଇଭର ପଦ ୮୧୯ଜଣ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ବିଭାଗୀୟ ୱେବ୍‌ସାଇଟ୍‌‌ www.odishafshgscd.gov.in‌ରେ ପ୍ରାର୍ଥୀ ତାଲିକା ଉପଲବ୍ଧ ହୋଇଛି। ଆସନ୍ତା ୧୮ତାରିଖରୁ କଟକ ନରାଜସ୍ଥିତ ଓଡ଼ିଶା ଫାୟାର୍‌ ଆଣ୍ଡ ଡିଜାଷ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌‌ରେ ଶାରୀରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନେ ଆର୍ଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ୍‌ କରିପାରିବେ। ସମୁଦାୟ ୮୨୬ […]

ଭୁବନେଶ୍ୱର: ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର୍‌ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଆଗ୍ନିକ ପଦ ପାଇଁ ୫୮୭୭ଜଣ ଓ ଆଗ୍ନିକ ଡ୍ରାଇଭର ପଦ ୮୧୯ଜଣ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ବିଭାଗୀୟ ୱେବ୍‌ସାଇଟ୍‌‌ www.odishafshgscd.gov.in‌ରେ ପ୍ରାର୍ଥୀ ତାଲିକା ଉପଲବ୍ଧ ହୋଇଛି। ଆସନ୍ତା ୧୮ତାରିଖରୁ କଟକ ନରାଜସ୍ଥିତ ଓଡ଼ିଶା ଫାୟାର୍‌ ଆଣ୍ଡ ଡିଜାଷ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌‌ରେ ଶାରୀରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନେ ଆର୍ଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ୍‌ କରିପାରିବେ। ସମୁଦାୟ ୮୨୬ ଆଗ୍ନିକ ଓ ୧୧୫ ଆଗ୍ନିକ ଡ୍ରାଇଭର୍‌ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

16 Dec 2023 By The Sakala

୧୮ରୁ ଆଗ୍ନିକ ଓ ଅଗ୍ନିଶମ ଡ୍ରାଇଭର ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର: ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର୍‌ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଆଗ୍ନିକ ପଦ ପାଇଁ ୫୮୭୭ଜଣ ଓ ଆଗ୍ନିକ ଡ୍ରାଇଭର ପଦ ୮୧୯ଜଣ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ବିଭାଗୀୟ ୱେବ୍‌ସାଇଟ୍‌‌ www.odishafshgscd.gov.in‌ରେ ପ୍ରାର୍ଥୀ ତାଲିକା ଉପଲବ୍ଧ ହୋଇଛି। ଆସନ୍ତା ୧୮ତାରିଖରୁ କଟକ ନରାଜସ୍ଥିତ ଓଡ଼ିଶା ଫାୟାର୍‌ ଆଣ୍ଡ ଡିଜାଷ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌‌ରେ ଶାରୀରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନେ ଆର୍ଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ୍‌ କରିପାରିବେ। ସମୁଦାୟ ୮୨୬ ଆଗ୍ନିକ ଓ ୧୧୫ ଆଗ୍ନିକ ଡ୍ରାଇଭର୍‌ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର