ସମୁଦ୍ରରେ ଗାଧୋଇବା ସମୟରେ ଲହଡି ମାଡରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

The Sakala Picture
Published On

ପୁରୀ : ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗର ହୋଇଥିବା ବେଳେ ତାଙ୍କର ନାଁ ମିନତୀ ରାୟ ବୋଲି ଜଣାପଡିଛି। ତାଙ୍କର ବୟସ ୫୪ ବର୍ଷ। ଲହଡି ମାଡ଼ରେ ମହିଳା ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନାଅନୁସାରେ ପରିବାର ସହ ପୁରୀ ଆସିଥିବା ପଶ୍ଚିମବଙ୍ଗର ମିନତୀ ରାୟ  ସୋନାଲି ହୋଟେଲ ସମ୍ମୁଖ ବେଳାଭୂମିରେ ସାନ୍ନ କରୁଥିଲେ। ସେହି ସମୟରେ ହଠାତ ସମୁଦ୍ରରେ ଏକ […]

ପୁରୀ : ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗର ହୋଇଥିବା ବେଳେ ତାଙ୍କର ନାଁ ମିନତୀ ରାୟ ବୋଲି ଜଣାପଡିଛି। ତାଙ୍କର ବୟସ ୫୪ ବର୍ଷ। ଲହଡି ମାଡ଼ରେ ମହିଳା ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନାଅନୁସାରେ ପରିବାର ସହ ପୁରୀ ଆସିଥିବା ପଶ୍ଚିମବଙ୍ଗର ମିନତୀ ରାୟ  ସୋନାଲି ହୋଟେଲ ସମ୍ମୁଖ ବେଳାଭୂମିରେ ସାନ୍ନ କରୁଥିଲେ। ସେହି ସମୟରେ ହଠାତ ସମୁଦ୍ରରେ ଏକ ବଡ ଲହଡି ମାଡି ଆସିଥିଲା। ସେହି ବଡ ଲହଡି ମାଡ଼ରେ ସାନ୍ନ କରୁଥିବା ମିନତୀ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ମିନତୀ ରାୟଙ୍କୁ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର