ବାଲି ଘାଟକୁ ନେଇ ହଣାକଟା: ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

The Sakala Picture
Published On

ଭୁବନ: ଭୁବନ ମାର୍ଥାପୁର ବାଲିଘାଟକୁ ନେଇ ଯମୁନକୋଟ ଗ୍ରାମରେ ଜନୈକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ।ଘଟଣାରୁ ପ୍ରକାଶ ଯମୁନକୋଟର ସଂଜିତ ବାରିକ (୨୩) ଏବଂ ତାଙ୍କ ବାପା ସର୍ବେଶ୍ୱର ବାରିକଙ୍କୁ ସେହି ଗ୍ରାମର କେତେଜଣ ଯୁବକ ଶୁକ୍ରବାର ରାତିରେ ଆକ୍ରମଣ କରିଛନ୍ତି । ବାଲି ଘାଟକୁ କେନ୍ଦ୍ରକରି ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣା ପଡିଛି। ବାପ ପୁଅଙ୍କୁ ଭୁବନ […]

ଭୁବନ: ଭୁବନ ମାର୍ଥାପୁର ବାଲିଘାଟକୁ ନେଇ ଯମୁନକୋଟ ଗ୍ରାମରେ ଜନୈକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ।ଘଟଣାରୁ ପ୍ରକାଶ ଯମୁନକୋଟର ସଂଜିତ ବାରିକ (୨୩) ଏବଂ ତାଙ୍କ ବାପା ସର୍ବେଶ୍ୱର ବାରିକଙ୍କୁ ସେହି ଗ୍ରାମର କେତେଜଣ ଯୁବକ ଶୁକ୍ରବାର ରାତିରେ ଆକ୍ରମଣ କରିଛନ୍ତି । ବାଲି ଘାଟକୁ କେନ୍ଦ୍ରକରି ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣା ପଡିଛି। ବାପ ପୁଅଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଅ ସଂଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ପଠାଇଦିଆଯାଇଛି। ଗୁରୁତର ବାପ-ପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିବା ପରେ ଭୁବନ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଆକ୍ରମଣରେ ଭଗବାନ ବାରିକଙ୍କ ପୁଅ ଶିବପ୍ରସାଦ ବାରିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ଘଟଣା ଘଟାଇ ପ୍ରତାପ ବେହେରା ଓ ତାର ସାଥୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

23 Oct 2021 By The Sakala

ବାଲି ଘାଟକୁ ନେଇ ହଣାକଟା: ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଭୁବନ: ଭୁବନ ମାର୍ଥାପୁର ବାଲିଘାଟକୁ ନେଇ ଯମୁନକୋଟ ଗ୍ରାମରେ ଜନୈକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ।ଘଟଣାରୁ ପ୍ରକାଶ ଯମୁନକୋଟର ସଂଜିତ ବାରିକ (୨୩) ଏବଂ ତାଙ୍କ ବାପା ସର୍ବେଶ୍ୱର ବାରିକଙ୍କୁ ସେହି ଗ୍ରାମର କେତେଜଣ ଯୁବକ ଶୁକ୍ରବାର ରାତିରେ ଆକ୍ରମଣ କରିଛନ୍ତି । ବାଲି ଘାଟକୁ କେନ୍ଦ୍ରକରି ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣା ପଡିଛି। ବାପ ପୁଅଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଅ ସଂଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ପଠାଇଦିଆଯାଇଛି। ଗୁରୁତର ବାପ-ପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିବା ପରେ ଭୁବନ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଆକ୍ରମଣରେ ଭଗବାନ ବାରିକଙ୍କ ପୁଅ ଶିବପ୍ରସାଦ ବାରିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ଘଟଣା ଘଟାଇ ପ୍ରତାପ ବେହେରା ଓ ତାର ସାଥୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି ।

https://www.thesakala.in/latest-odisha-news/fatal-attack-on-young-man-over-bali-ghat/article-6298
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର