ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଓ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନର ରେଳ ରୋକ ପ୍ରତିବାଦ

The Sakala Picture
Published On

ଜଳେଶ୍ବର: ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନରେ ଦେଶ ବ୍ୟାପୀ ରେଳ ରୋକ ଓ ପ୍ରତିବାଦ ଆନ୍ଦୋଳନ ଚାଲୁଥିଲା ବେଳେ ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଷ୍ଟେସନରେ ସକାଳ ୦୯.୩୦ ମିନିଟରୁ ରେଳ ରୋକ ଓ ପ୍ରତିବାଦ ହୋଇଛି। ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଠାରେ କୃଷକ ମାନଙ୍କର ଶାନ୍ତି ପୂର୍ଣ୍ଣ ଐତିହାସିକ ଆନ୍ଦୋଳନ ୧୧ ମାସ ଧରି ଚାଲୁଥିଲା ବେଳେ ଗତ ଅକ୍ଟୋବର ୩ ତାରିଖରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁତ୍ର ଗାଡ଼ି ମଡାଇ ୪ ଜଣ କୃଷକ […]

ଜଳେଶ୍ବର: ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନରେ ଦେଶ ବ୍ୟାପୀ ରେଳ ରୋକ ଓ ପ୍ରତିବାଦ ଆନ୍ଦୋଳନ ଚାଲୁଥିଲା ବେଳେ ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଷ୍ଟେସନରେ ସକାଳ ୦୯.୩୦ ମିନିଟରୁ ରେଳ ରୋକ ଓ ପ୍ରତିବାଦ ହୋଇଛି। ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଠାରେ କୃଷକ ମାନଙ୍କର ଶାନ୍ତି ପୂର୍ଣ୍ଣ ଐତିହାସିକ ଆନ୍ଦୋଳନ ୧୧ ମାସ ଧରି ଚାଲୁଥିଲା ବେଳେ ଗତ ଅକ୍ଟୋବର ୩ ତାରିଖରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁତ୍ର ଗାଡ଼ି ମଡାଇ ୪ ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛଇ। ଏହି ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ମନ୍ତ୍ରୀ ପଦରେ ରହିଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ଏଣୁ ତୁରନ୍ତ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ସହ କଳା କୃଷି ଆଇନର ପ୍ରତ୍ୟାହାର ଏବଂ ଫସଲର ନ୍ୟାଯ୍ୟ ଦାମ ପାଇଁ ଆଇନ ପ୍ରଣୟନ କରିବାକୁ ପଡ଼ିବ। ଇତିମଧ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ ତେଲ ଡାଲି ପ୍ରଭୃତି ନିତ୍ୟବ୍ୟବହାର୍ଯ୍ଯ  ଜିନିଷର ଦରବୃଦ୍ଧି ଲୋକଙ୍କ ଜୀବନ ଜୀବିକାକୁ ବିପର୍ଯ୍ଯସ୍ତ କରିଦେଇଛି। ଏହି ରେଳ ରୋକ ପ୍ରତିବାଦ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ ଦିଲ୍ଲୀପ କୁମାର ଗିରି, ଶିତାଂସୁ ସେନାପତି, ପଲ୍ଟୁ ଦାସ, ଦିଲ୍ଲୀପ ପରିଡ଼ା, ରତନ ଦାସ, ରବିନ୍ଦ୍ର ବାରିକ, ଜତିନ୍ ଜେନା, ମଦନ ମାହାଲି, ଅଧୀର ହୁଇ, ରାଜକୁମାର ଆଚାର୍ଯ୍ଯ,ସନାତନ ନନ୍ଦୀ, ନୀଳକଣ୍ଠ ମହାନ୍ତି, ବିଶ୍ୱଜିତ ନାୟକ,ଗୋପାଳ ପାତ୍ର, ମହାମାୟା ରାଜ ପ୍ରମୁଖ।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

18 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର