ପରଲୋକରେ ବିଶିଷ୍ଟ ଲୋକଗୀତ ଗାୟିକା କୁନି ଛତ୍ରିଆ

Madhusudan Das Picture
Published On

ବଲାଙ୍ଗୀର: ବିଶିଷ୍ଟ ଲୋକଗୀତ ଗାୟିକା କୁନି ଛତ୍ରିଆଙ୍କ ପରଲୋକ । ସମ୍ବଲପୁର ବୁର୍ଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ କୁନିଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ପରେ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୁନିଙ୍କ ଅକାଳ ବିୟୋଗ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

କୁନି ଘୁଡୁକାର ସ୍ୱର ଥିଲେ । ଛୋଟ-ବଡ଼ ଘୁଡୁକା ବାଲାଙ୍କ ସ୍ୱର ଥିଲେ କୁନି। ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟ କରିବା ସହ ଲୋକଗୀତ ଗାୟିକା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ କୁନି। ଦେଶ ଓ ବିଦେଶରେ ନିଜର କଳା ପ୍ରଦର୍ଶନ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

15 Jan 2026 By Madhusudan Das

ପରଲୋକରେ ବିଶିଷ୍ଟ ଲୋକଗୀତ ଗାୟିକା କୁନି ଛତ୍ରିଆ

ବଲାଙ୍ଗୀର: ବିଶିଷ୍ଟ ଲୋକଗୀତ ଗାୟିକା କୁନି ଛତ୍ରିଆଙ୍କ ପରଲୋକ । ସମ୍ବଲପୁର ବୁର୍ଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ କୁନିଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ପରେ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୁନିଙ୍କ ଅକାଳ ବିୟୋଗ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

କୁନି ଘୁଡୁକାର ସ୍ୱର ଥିଲେ । ଛୋଟ-ବଡ଼ ଘୁଡୁକା ବାଲାଙ୍କ ସ୍ୱର ଥିଲେ କୁନି। ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟ କରିବା ସହ ଲୋକଗୀତ ଗାୟିକା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ କୁନି। ଦେଶ ଓ ବିଦେଶରେ ନିଜର କଳା ପ୍ରଦର୍ଶନ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର