୩୦୦ ଟଙ୍କା ଦିଅନ୍ତୁ ଲକ୍‌ଡାଉନ୍‌ରେ ମନଇଚ୍ଛା ବୁଲନ୍ତୁ

The Sakala Picture
Published On

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର […]

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର ପୋଲିସ । ଯେଉଁ ଆଇ କାର୍ଡ ଜରୁରୀ କାଳୀନ ସେବାରେ ଲାଗି ପାରିବ ସେହିପରି ଆଇ କାର୍ଡ ଅମାନିଆଙ୍କୁ ଯୁବକ ଜଣକ ଯୋଗାଉ ଥିଲେ । ଡମଣା ଅଞ୍ଚଳର ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଡମଣା ଅଞ୍ଚଳର ଏହି ଯୁବକ ଜଣକ ଏକ ଦୋକାନ ଦେଇ ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ପ୍ରସ୍ତୁତ କରୁଥିଲେ । ଗୋଟିଏ ଆଇ କାର୍ଡକୁ ୩୦୦ ରୁ ୫୦୦ ଟଙ୍କାରେ ଅମାନିଆଙ୍କୁ ବିକ୍ରି କରୁଥିଲେ । ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇ କାର୍ଡ ପ୍ରସ୍ତୁତ କରି ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

18 May 2021 By The Sakala

୩୦୦ ଟଙ୍କା ଦିଅନ୍ତୁ ଲକ୍‌ଡାଉନ୍‌ରେ ମନଇଚ୍ଛା ବୁଲନ୍ତୁ

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର ପୋଲିସ । ଯେଉଁ ଆଇ କାର୍ଡ ଜରୁରୀ କାଳୀନ ସେବାରେ ଲାଗି ପାରିବ ସେହିପରି ଆଇ କାର୍ଡ ଅମାନିଆଙ୍କୁ ଯୁବକ ଜଣକ ଯୋଗାଉ ଥିଲେ । ଡମଣା ଅଞ୍ଚଳର ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ ।

ଡମଣା ଅଞ୍ଚଳର ଏହି ଯୁବକ ଜଣକ ଏକ ଦୋକାନ ଦେଇ ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ପ୍ରସ୍ତୁତ କରୁଥିଲେ । ଗୋଟିଏ ଆଇ କାର୍ଡକୁ ୩୦୦ ରୁ ୫୦୦ ଟଙ୍କାରେ ଅମାନିଆଙ୍କୁ ବିକ୍ରି କରୁଥିଲେ । ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇ କାର୍ଡ ପ୍ରସ୍ତୁତ କରି ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଦେଉଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର