କୋଭିଡ ଟିକା ନେବାପରେ ମଧ୍ଯ ଡାକ୍ତରଙ୍କୁ କରୋନା

The Sakala Picture
Published On

ରାଉରକେଲା: କରୋନା ଟିକା ନେବା ପରେ ମଧ୍ଯ ଜଣେ ଡାକ୍ତର କୋରନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ମଧ୍ଯ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି । ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା […]

ରାଉରକେଲା: କରୋନା ଟିକା ନେବା ପରେ ମଧ୍ଯ ଜଣେ ଡାକ୍ତର କୋରନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ମଧ୍ଯ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ୭୧ ବର୍ଷୀୟ ଡାକ୍ତର ସୟଦ ସୁଲେମାନ ଏବେ କରୋନା ଭୂତାଣୁ କବଳରେ । ଗତ ଜାନୁଆରୀ ୧୬ ତାରିଖରେ ପ୍ରଥମ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଦ୍ଵିତୀୟ କୋଭିଡ୍ ଟିକା ନେଇଥିଲେ ସୟଦ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ହେଲେ ମାର୍ଚ୍ଚ ତିନି ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ସୟଦ ସୁଲେମାନ। କୋଭିଡ୍ ଚିହ୍ନଟ ହେବା ପରେ ଡାକ୍ତର ନିଜ ଘରେ ଆଇସୋଲେସନରେ ଅଛନ୍ତି । ଟିକାକରଣ ପରେ ଶରୀରର ୭୦ ପ୍ରତିଶତ ପ୍ରତିଷେଧକ ଶକ୍ତି ବଢିଥାଏ । ହେଲେ ବି ସଂକ୍ରମଣରୁ ରକ୍ଷା ପାଇଁ ନିଜେ ସଜାଗ ହେବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋଭିଡରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

06 Mar 2021 By The Sakala

କୋଭିଡ ଟିକା ନେବାପରେ ମଧ୍ଯ ଡାକ୍ତରଙ୍କୁ କରୋନା

ରାଉରକେଲା: କରୋନା ଟିକା ନେବା ପରେ ମଧ୍ଯ ଜଣେ ଡାକ୍ତର କୋରନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ମଧ୍ଯ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି ।

ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ୭୧ ବର୍ଷୀୟ ଡାକ୍ତର ସୟଦ ସୁଲେମାନ ଏବେ କରୋନା ଭୂତାଣୁ କବଳରେ । ଗତ ଜାନୁଆରୀ ୧୬ ତାରିଖରେ ପ୍ରଥମ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଦ୍ଵିତୀୟ କୋଭିଡ୍ ଟିକା ନେଇଥିଲେ ସୟଦ ।

ହେଲେ ମାର୍ଚ୍ଚ ତିନି ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ସୟଦ ସୁଲେମାନ। କୋଭିଡ୍ ଚିହ୍ନଟ ହେବା ପରେ ଡାକ୍ତର ନିଜ ଘରେ ଆଇସୋଲେସନରେ ଅଛନ୍ତି । ଟିକାକରଣ ପରେ ଶରୀରର ୭୦ ପ୍ରତିଶତ ପ୍ରତିଷେଧକ ଶକ୍ତି ବଢିଥାଏ । ହେଲେ ବି ସଂକ୍ରମଣରୁ ରକ୍ଷା ପାଇଁ ନିଜେ ସଜାଗ ହେବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋଭିଡରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର