କୋଭିଡ କଟକଣାରେ ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିଛି । ସବୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛି । ଅନ୍ୟବର୍ଷର କ୍ଲାସଗୁଡିକୁ ପରିସ୍ଥିତି ଦେଖି ଖୋଲିବା ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସବୁ ଶିକ୍ଷାନୁଷ୍ଠାନ ଖୋଲିଛି । କଡା […]

ଭୁବନେଶ୍ୱର: ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିଛି । ସବୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛି । ଅନ୍ୟବର୍ଷର କ୍ଲାସଗୁଡିକୁ ପରିସ୍ଥିତି ଦେଖି ଖୋଲିବା ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସବୁ ଶିକ୍ଷାନୁଷ୍ଠାନ ଖୋଲିଛି । କଡା କୋଭିଡ ଗାଇଡଲାଇନ ସହ କ୍ଲାସରେ ପାଠ ପଢା ହେବ । ଶେଷବର୍ଷର ଛାତ୍ରଛାତ୍ରୀ ହିଁ ହଷ୍ଟେଲରେ ରହିପାରିବେ । କ୍ଲାସରୁମ ଓ ହଷ୍ଟେଲ ପରିସରରେ ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଓ ସ୍କ୍ରିନିଂ ବ୍ୟବସ୍ଥା କଡାକଡି ଭାବେ ପାଳନ ପାଇଁ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

09 Aug 2021 By The Sakala

କୋଭିଡ କଟକଣାରେ ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିଛି । ସବୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛି । ଅନ୍ୟବର୍ଷର କ୍ଲାସଗୁଡିକୁ ପରିସ୍ଥିତି ଦେଖି ଖୋଲିବା ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସବୁ ଶିକ୍ଷାନୁଷ୍ଠାନ ଖୋଲିଛି । କଡା କୋଭିଡ ଗାଇଡଲାଇନ ସହ କ୍ଲାସରେ ପାଠ ପଢା ହେବ । ଶେଷବର୍ଷର ଛାତ୍ରଛାତ୍ରୀ ହିଁ ହଷ୍ଟେଲରେ ରହିପାରିବେ । କ୍ଲାସରୁମ ଓ ହଷ୍ଟେଲ ପରିସରରେ ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଓ ସ୍କ୍ରିନିଂ ବ୍ୟବସ୍ଥା କଡାକଡି ଭାବେ ପାଳନ ପାଇଁ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

https://www.thesakala.in/latest-odisha-news/engineering-colleges-reopened-from-today-in-state/article-4487
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର