ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ

The Sakala Picture
Published On

ପୁରୀ: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ଦନ୍ତା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ରାତି ତମାମ ବନବିଭାଗର ଅପରେସନ ଗଜରାଜ ପରେ ଆଜି ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ଟ୍ରାଙ୍କୁଲାଇଜ୍‌ କରାଯାଇ ହାତୀକୁ କାବୁ କରାଯାଇଛି। ତେବେ ଟ୍ରାଙ୍କୁଲାଇଜ କରାଯାଇଥିବା ହାତୀଟିକୁ କେଉଁ ଜଙ୍ଗଲରେ ଛଡ଼ାଯିବ ଏନେଇ କିଛି ସୂଚନା ଦେଇନାହିଁ ବନ ବିଭାଗ । ହାତୀକୁ ଜଗିବାରେ ୫ ରେଂଜ’ର ବନ ଅଧିକାରୀ ସାମିଲ ହୋଇଥିଲେ […]

ପୁରୀ: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ଦନ୍ତା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ରାତି ତମାମ ବନବିଭାଗର ଅପରେସନ ଗଜରାଜ ପରେ ଆଜି ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ଟ୍ରାଙ୍କୁଲାଇଜ୍‌ କରାଯାଇ ହାତୀକୁ କାବୁ କରାଯାଇଛି। ତେବେ ଟ୍ରାଙ୍କୁଲାଇଜ କରାଯାଇଥିବା ହାତୀଟିକୁ କେଉଁ ଜଙ୍ଗଲରେ ଛଡ଼ାଯିବ ଏନେଇ କିଛି ସୂଚନା ଦେଇନାହିଁ ବନ ବିଭାଗ । ହାତୀକୁ ଜଗିବାରେ ୫ ରେଂଜ’ର ବନ ଅଧିକାରୀ ସାମିଲ ହୋଇଥିଲେ । ଚନ୍ଦକାରୁ ଚନ୍ଦନପୁରର ଚାଲିଆସିଥିଲା ଦନ୍ତା ହାତୀ ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି: ନବୀନ

ସୂଚନାଯୋଗ୍ୟ, ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ଆତଙ୍କ ଖେଳାଉଥିଲା । ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ।

ଆହୁରି ପଢ଼ନ୍ତୁ: ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ

10 Jan 2023 By The Sakala

ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ

ପୁରୀ: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ଦନ୍ତା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ରାତି ତମାମ ବନବିଭାଗର ଅପରେସନ ଗଜରାଜ ପରେ ଆଜି ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ଟ୍ରାଙ୍କୁଲାଇଜ୍‌ କରାଯାଇ ହାତୀକୁ କାବୁ କରାଯାଇଛି। ତେବେ ଟ୍ରାଙ୍କୁଲାଇଜ କରାଯାଇଥିବା ହାତୀଟିକୁ କେଉଁ ଜଙ୍ଗଲରେ ଛଡ଼ାଯିବ ଏନେଇ କିଛି ସୂଚନା ଦେଇନାହିଁ ବନ ବିଭାଗ । ହାତୀକୁ ଜଗିବାରେ ୫ ରେଂଜ’ର ବନ ଅଧିକାରୀ ସାମିଲ ହୋଇଥିଲେ । ଚନ୍ଦକାରୁ ଚନ୍ଦନପୁରର ଚାଲିଆସିଥିଲା ଦନ୍ତା ହାତୀ ।

ସୂଚନାଯୋଗ୍ୟ, ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ଆତଙ୍କ ଖେଳାଉଥିଲା । ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର