କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଧାନ ଏବଂ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀପଲ

The Sakala Picture
Published On

କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ୨୭ ଟିକିଆ ହାତୀପଲ ଗୋଠଛଡ଼ା ହୋଇ ବୁଲୁଛନ୍ତି । ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି। ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଘଉଡ଼ାଇବାକୁ […]

କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ୨୭ ଟିକିଆ ହାତୀପଲ ଗୋଠଛଡ଼ା ହୋଇ ବୁଲୁଛନ୍ତି । ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି। ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ନାକେଦମ୍, ଅଞ୍ଚଳବାସୀ ଆତଙ୍କିତ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

07 Sep 2024 By The Sakala

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଧାନ ଏବଂ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀପଲ

କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ୨୭ ଟିକିଆ ହାତୀପଲ ଗୋଠଛଡ଼ା ହୋଇ ବୁଲୁଛନ୍ତି । ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି। ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ନାକେଦମ୍, ଅଞ୍ଚଳବାସୀ ଆତଙ୍କିତ।

https://www.thesakala.in/latest-odisha-news/elephant-terror-in-karanjia-forest-division/article-34985
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର