ପିପିଲିରେ ହାତୀ ଆତଙ୍କ; ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ, ଭୟଭୀତ ଅଞ୍ଚଳବାସୀ

The Sakala Picture
Published On

ପିପିଲି: ପିପିଲିରେ ଜଙ୍ଗଲୀ ହାତୀ ଆତଙ୍କ । ପିପିଲି ଓରକଲ ପଂଚାୟତ ଧାନପୁରରେ ହାତୀ ଆତଙ୍କ । ଗତକାଲି ଡେଲାଙ୍ଗ ବେଗୁନିଆ ପଡ଼ା ଓ ଜଟଣୀ ପାଣ୍ଡିଆ ବିରି ନିକଟରେ ଜଙ୍ଗଲୀ ହାତୀ ଥିବାବେଳେ ଗତକାଲି ରାତିରେ ପିପିଲିର ହାଟ ସାହି ପରେ ଧାନ ପୁରରେ ଏବେ ହାତୀ ଦେଖୁବାକୁ ମିଳିଛି । ଆଜି ସକାଳୁ ପିପିଲି ଜୟପୁର ଶାସନ ଦେଇ ଧାନପୁରରେ ଜଙ୍ଗଲୀ ହାତୀ ଆତଙ୍କ ସୃଷ୍ଟି କରିଛି । ଧାନ ଫସଲ ନଷ୍ଟ କରୁଥିବା […]

ପିପିଲି: ପିପିଲିରେ ଜଙ୍ଗଲୀ ହାତୀ ଆତଙ୍କ । ପିପିଲି ଓରକଲ ପଂଚାୟତ ଧାନପୁରରେ ହାତୀ ଆତଙ୍କ । ଗତକାଲି ଡେଲାଙ୍ଗ ବେଗୁନିଆ ପଡ଼ା ଓ ଜଟଣୀ ପାଣ୍ଡିଆ ବିରି ନିକଟରେ ଜଙ୍ଗଲୀ ହାତୀ ଥିବାବେଳେ ଗତକାଲି ରାତିରେ ପିପିଲିର ହାଟ ସାହି ପରେ ଧାନ ପୁରରେ ଏବେ ହାତୀ ଦେଖୁବାକୁ ମିଳିଛି । ଆଜି ସକାଳୁ ପିପିଲି ଜୟପୁର ଶାସନ ଦେଇ ଧାନପୁରରେ ଜଙ୍ଗଲୀ ହାତୀ ଆତଙ୍କ ସୃଷ୍ଟି କରିଛି । ଧାନ ଫସଲ ନଷ୍ଟ କରୁଥିବା ବେଳେ ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ । ସେପଟେ ଜଙ୍ଗଲୀ ହାତୀ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କଠାରୁ ସମ୍ମାନସୂଚକ ପ୍ରେସିଡେଣ୍ଟ କଲର ଆଓ୍ୱାର୍ଡ ପାଇବ ଓଡ଼ିଶା ପୋଲିସ

୩ ବର୍ଷ ପୂର୍ବେ ପିପିଲି ଅଞ୍ଚଳରେ ହାତୀ ପଶି ୪ଜଣଙ୍କ ଜୀବନ ନେଇଥିଲା । ଏବେ ପୁଣି ଥରେ ହାତୀ ବୁଲୁଥିବା ଦେଖି ଲୋକଙ୍କ ଭୟ ବଢ଼ିଛି । ପିପିଲି ପୋଲିସ ସମେତ ବନ ବିଭାଗର କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି

01 Nov 2022 By The Sakala

ପିପିଲିରେ ହାତୀ ଆତଙ୍କ; ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ, ଭୟଭୀତ ଅଞ୍ଚଳବାସୀ

ପିପିଲି: ପିପିଲିରେ ଜଙ୍ଗଲୀ ହାତୀ ଆତଙ୍କ । ପିପିଲି ଓରକଲ ପଂଚାୟତ ଧାନପୁରରେ ହାତୀ ଆତଙ୍କ । ଗତକାଲି ଡେଲାଙ୍ଗ ବେଗୁନିଆ ପଡ଼ା ଓ ଜଟଣୀ ପାଣ୍ଡିଆ ବିରି ନିକଟରେ ଜଙ୍ଗଲୀ ହାତୀ ଥିବାବେଳେ ଗତକାଲି ରାତିରେ ପିପିଲିର ହାଟ ସାହି ପରେ ଧାନ ପୁରରେ ଏବେ ହାତୀ ଦେଖୁବାକୁ ମିଳିଛି । ଆଜି ସକାଳୁ ପିପିଲି ଜୟପୁର ଶାସନ ଦେଇ ଧାନପୁରରେ ଜଙ୍ଗଲୀ ହାତୀ ଆତଙ୍କ ସୃଷ୍ଟି କରିଛି । ଧାନ ଫସଲ ନଷ୍ଟ କରୁଥିବା ବେଳେ ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ । ସେପଟେ ଜଙ୍ଗଲୀ ହାତୀ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।

୩ ବର୍ଷ ପୂର୍ବେ ପିପିଲି ଅଞ୍ଚଳରେ ହାତୀ ପଶି ୪ଜଣଙ୍କ ଜୀବନ ନେଇଥିଲା । ଏବେ ପୁଣି ଥରେ ହାତୀ ବୁଲୁଥିବା ଦେଖି ଲୋକଙ୍କ ଭୟ ବଢ଼ିଛି । ପିପିଲି ପୋଲିସ ସମେତ ବନ ବିଭାଗର କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର