ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଓଡ଼ିଶାରେ ବି ଦଳର ନିର୍ବାଚନ ହେବ। ଭୁବନେଶ୍ୱର କଂଗ୍ରେସ ଭବନରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ହେବ। ଓଡ଼ିଶା କଂଗ୍ରେସରୁ ୪୨୮ ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବାକୁ ମତ ଦାନ କରିବେ। ଦୁଇ ଦିନ […]

ଭୁବନେଶ୍ବର: ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଓଡ଼ିଶାରେ ବି ଦଳର ନିର୍ବାଚନ ହେବ। ଭୁବନେଶ୍ୱର କଂଗ୍ରେସ ଭବନରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ହେବ। ଓଡ଼ିଶା କଂଗ୍ରେସରୁ ୪୨୮ ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବାକୁ ମତ ଦାନ କରିବେ। ଦୁଇ ଦିନ ତଳେ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ଦଳୀୟ ଭୋଟରଙ୍କ ସମର୍ଥନ ଲାଗି ପ୍ରଚାର କରିଛନ୍ତି। କିନ୍ତୁ ଶଶୀ ଥରୁର ଓଡ଼ିଶା ଆସି ନ ଥିଲେ ବି ସୋସିଆଲ ମିଡ଼ିଆ ରେ ପ୍ରଚାର କରିଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

16 Oct 2022 By The Sakala

ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ

ଭୁବନେଶ୍ବର: ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଓଡ଼ିଶାରେ ବି ଦଳର ନିର୍ବାଚନ ହେବ। ଭୁବନେଶ୍ୱର କଂଗ୍ରେସ ଭବନରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ହେବ। ଓଡ଼ିଶା କଂଗ୍ରେସରୁ ୪୨୮ ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବାକୁ ମତ ଦାନ କରିବେ। ଦୁଇ ଦିନ ତଳେ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ଦଳୀୟ ଭୋଟରଙ୍କ ସମର୍ଥନ ଲାଗି ପ୍ରଚାର କରିଛନ୍ତି। କିନ୍ତୁ ଶଶୀ ଥରୁର ଓଡ଼ିଶା ଆସି ନ ଥିଲେ ବି ସୋସିଆଲ ମିଡ଼ିଆ ରେ ପ୍ରଚାର କରିଛନ୍ତି।

https://www.thesakala.in/latest-odisha-news/election-for-the-post-of-aicc-president-tomorrow/article-15793
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର