ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ଲତା ମଙ୍ଗେସକରଙ୍କ ଯୁଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ଭତ୍ତା ପାଇଁ ପରିଣତ ବୟସରେ ସଂଘର୍ଷ କରୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧା

Madhusudan Das Picture
Published On

ଗଞ୍ଜାମ: ଦୁଇମାସରୁ ଉର୍ଦ୍ଧ୍ୱ ସମୟ ହେବ ମିଳୁନି ଭତ୍ତା। ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧା । କିଏ ବଙ୍କୁଲି ବାଡ଼ି ଧରି ନଇଁ ନଇଁ ଚାଲୁଛି ଆଉ କିଏ ଚମ ଧୁଡୁ ଧୁଡୁ ପରିଣତ ବୟସରେ ଭତ୍ତା ପାଇଁ ସଂଘର୍ଷ କରୁଛନ୍ତି l ଅନେକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୃଦ୍ଧ ବୃଦ୍ଧା ମାନଙ୍କ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ଘାରିଛି ଭତ୍ତା ଚିନ୍ତା । ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ପୂର୍ବ ସରକାର ଙ୍କ ସମୟରେ ମାସକୁ ମାସ ଭତା ଟଙ୍କା ମିଳୁ ଥିଲା କିନ୍ତୁ ସରକାର ବଦଳିବା ପରେ ଭତ୍ତା ଠିକ ସମୟରେ ମିଳୁନାହିଁ । ଯାହାକୁ ନେଇ ପରିଣତ ବୟସରେ ଦହଗଞ୍ଜ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଗଛରେ ଗାମୁଛା ବାନ୍ଧି ଝୁଲିପଡିଲେ ରିଲସ ହିରୋ, କାରଣ ଅସ୍ପଷ୍ଟ

02 Jun 2026 By Madhusudan Das

ଭତ୍ତା ପାଇଁ ପରିଣତ ବୟସରେ ସଂଘର୍ଷ କରୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧା

ଗଞ୍ଜାମ: ଦୁଇମାସରୁ ଉର୍ଦ୍ଧ୍ୱ ସମୟ ହେବ ମିଳୁନି ଭତ୍ତା। ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧା । କିଏ ବଙ୍କୁଲି ବାଡ଼ି ଧରି ନଇଁ ନଇଁ ଚାଲୁଛି ଆଉ କିଏ ଚମ ଧୁଡୁ ଧୁଡୁ ପରିଣତ ବୟସରେ ଭତ୍ତା ପାଇଁ ସଂଘର୍ଷ କରୁଛନ୍ତି l ଅନେକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୃଦ୍ଧ ବୃଦ୍ଧା ମାନଙ୍କ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ଘାରିଛି ଭତ୍ତା ଚିନ୍ତା । ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ପୂର୍ବ ସରକାର ଙ୍କ ସମୟରେ ମାସକୁ ମାସ ଭତା ଟଙ୍କା ମିଳୁ ଥିଲା କିନ୍ତୁ ସରକାର ବଦଳିବା ପରେ ଭତ୍ତା ଠିକ ସମୟରେ ମିଳୁନାହିଁ । ଯାହାକୁ ନେଇ ପରିଣତ ବୟସରେ ଦହଗଞ୍ଜ ହେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର