ମେଲାଣି ନେଉଛନ୍ତି ମା’, ଭାବବିହ୍ବଳ ହୋଇପଡୁଛନ୍ତି ଶ୍ରଦ୍ଧାଳୁ

The Sakala Picture
Published On

ଭୁବନେଶ୍ବର: ଚାଲିଛି ଭସାଣ ଉତ୍ସବ । ରାଜଧାନୀରେ ଲାଗିଛି ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ଫାଟି ପଡ଼ୁଛି ପୁରା ପରିବେଶ । ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯେଉଁ ରାସ୍ତାରେ ମା’ଙ୍କ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ […]

ଭୁବନେଶ୍ବର: ଚାଲିଛି ଭସାଣ ଉତ୍ସବ । ରାଜଧାନୀରେ ଲାଗିଛି ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ଫାଟି ପଡ଼ୁଛି ପୁରା ପରିବେଶ । ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯେଉଁ ରାସ୍ତାରେ ମା’ଙ୍କ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ଚାଲିଛି। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଛି। ମା’ଙ୍କ ଭସାଣ ଯାତ୍ରା ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ବ‌େଳେ ଏହା ରାତିଯାଏଁ ଚାଲିବ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

25 Oct 2023 By The Sakala

ମେଲାଣି ନେଉଛନ୍ତି ମା’, ଭାବବିହ୍ବଳ ହୋଇପଡୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଚାଲିଛି ଭସାଣ ଉତ୍ସବ । ରାଜଧାନୀରେ ଲାଗିଛି ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ଫାଟି ପଡ଼ୁଛି ପୁରା ପରିବେଶ । ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯେଉଁ ରାସ୍ତାରେ ମା’ଙ୍କ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ଚାଲିଛି। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଛି। ମା’ଙ୍କ ଭସାଣ ଯାତ୍ରା ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ବ‌େଳେ ଏହା ରାତିଯାଏଁ ଚାଲିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର