ଏଣିକି ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକଙ୍କୁ କୋର୍ଟରୁ ହେବାକୁ ପଡ଼ିବ ଜାମିନ

The Sakala Picture
Published On

ଭୁବନେଶ୍ବର: ବୁଲେଟ ରାଜାଙ୍କ ନିଦ ହଯାଇଲା ଟ୍ରାଫିକ ପୁଲିସ । ବିକଟାଳ ଶବ୍ଦ କରୁଥିବା ଗାଡିକୁ ଜବତ କଲା ପୁଲିସ । ଏଥର ଫାଇନ ନୁହେଁ, କୋର୍ଟରୁ ପିଆର ବଣ୍ଡରେ ହେବାକୁ ପଡ଼ିବ ଜାମିନ। ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି ପୁଲିସ ।  ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। […]

ଭୁବନେଶ୍ବର: ବୁଲେଟ ରାଜାଙ୍କ ନିଦ ହଯାଇଲା ଟ୍ରାଫିକ ପୁଲିସ । ବିକଟାଳ ଶବ୍ଦ କରୁଥିବା ଗାଡିକୁ ଜବତ କଲା ପୁଲିସ । ଏଥର ଫାଇନ ନୁହେଁ, କୋର୍ଟରୁ ପିଆର ବଣ୍ଡରେ ହେବାକୁ ପଡ଼ିବ ଜାମିନ। ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି ପୁଲିସ ।  ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। ଏ ନେଇ  ଟ୍ରାପିକ ଏସିପି ଜୟନ୍ତ ଦୋରା ସୂଚନା  ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

10 Sep 2023 By The Sakala

ଏଣିକି ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକଙ୍କୁ କୋର୍ଟରୁ ହେବାକୁ ପଡ଼ିବ ଜାମିନ

ଭୁବନେଶ୍ବର: ବୁଲେଟ ରାଜାଙ୍କ ନିଦ ହଯାଇଲା ଟ୍ରାଫିକ ପୁଲିସ । ବିକଟାଳ ଶବ୍ଦ କରୁଥିବା ଗାଡିକୁ ଜବତ କଲା ପୁଲିସ । ଏଥର ଫାଇନ ନୁହେଁ, କୋର୍ଟରୁ ପିଆର ବଣ୍ଡରେ ହେବାକୁ ପଡ଼ିବ ଜାମିନ। ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି ପୁଲିସ ।  ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। ଏ ନେଇ  ଟ୍ରାପିକ ଏସିପି ଜୟନ୍ତ ଦୋରା ସୂଚନା  ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର