ଖରା ଦିନ ପାଇଁ ପାନୀୟ ଜଳ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନେକା ଅଞ୍ଚଳରେ ଜଳ କଷ୍ଟର ଚିତ୍ର ଦେଖିବାକୁ ମିଳୁଛି। ଏଥିପାଇଁ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଖରା ଦିନ ପାଇଁ ଛୁଟି ବାତିଲ କରିଛି ପଂଚାୟତ ରାଜ ବିଭାଗ। ଜଳ ସଙ୍କଟ ଦୂର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ରାଜ୍ୟରେ ବନ୍ଦ ଥିବା ଓ ଖରାପ ନଳକୂପର […]

ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନେକା ଅଞ୍ଚଳରେ ଜଳ କଷ୍ଟର ଚିତ୍ର ଦେଖିବାକୁ ମିଳୁଛି। ଏଥିପାଇଁ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଖରା ଦିନ ପାଇଁ ଛୁଟି ବାତିଲ କରିଛି ପଂଚାୟତ ରାଜ ବିଭାଗ। ଜଳ ସଙ୍କଟ ଦୂର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ରାଜ୍ୟରେ ବନ୍ଦ ଥିବା ଓ ଖରାପ ନଳକୂପର ମରାମତି ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

12 Apr 2021 By The Sakala

ଖରା ଦିନ ପାଇଁ ପାନୀୟ ଜଳ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନେକା ଅଞ୍ଚଳରେ ଜଳ କଷ୍ଟର ଚିତ୍ର ଦେଖିବାକୁ ମିଳୁଛି। ଏଥିପାଇଁ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଖରା ଦିନ ପାଇଁ ଛୁଟି ବାତିଲ କରିଛି ପଂଚାୟତ ରାଜ ବିଭାଗ। ଜଳ ସଙ୍କଟ ଦୂର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ରାଜ୍ୟରେ ବନ୍ଦ ଥିବା ଓ ଖରାପ ନଳକୂପର ମରାମତି ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/drinking-water-department-staff-canceled-leave/article-1471
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର