ମନୋରଞ୍ଜନ
ଓଡ଼ିଶା
RACକୁ ମନୋନୀତ ହେଲେ ଡକ୍ଟର ଅମର ପଟ୍ଟନାୟକ
ଭୁବନେଶ୍ବର: ରାଜ୍ୟସଭା RACକୁ ଡକ୍ଟର ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ମନୋନୀତ ହୋଇଛନ୍ତି । ଡକ୍ଟର ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ RACକୁ ମନୋନୀତ କରିଛନ୍ତି । ପୂର୍ବରୁ ପ୍ରଶାସନିକ ସ୍ଥରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ଅମର ପଟ୍ଟନାୟକ । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ବେଳେ ଗୃହରେ ନିଜର ମୂଲ୍ୟବାନ ପ୍ରଶ୍ନ ତାଙ୍କ […]
ଭୁବନେଶ୍ବର: ରାଜ୍ୟସଭା RACକୁ ଡକ୍ଟର ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ମନୋନୀତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ
ଡକ୍ଟର ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ RACକୁ ମନୋନୀତ କରିଛନ୍ତି । ପୂର୍ବରୁ ପ୍ରଶାସନିକ ସ୍ଥରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ଅମର ପଟ୍ଟନାୟକ । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ବେଳେ ଗୃହରେ ନିଜର ମୂଲ୍ୟବାନ ପ୍ରଶ୍ନ ତାଙ୍କ ପାରଦର୍ଶିତାକୁ ପ୍ରମାଣିତ କରିଛି ।






