ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ ପ୍ରକାଶ କରିନୁ, ଗୁଜବ ଠାରୁ ଦୂରରେ ରୁହନ୍ତୁ- IMD ଡିଜି

The Sakala Picture
Published On

ଭୁବନେଶ୍ବର: ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି। ଏହି ଲଘୁଚାପ କ୍ଷେତ୍ରଟି […]

ଭୁବନେଶ୍ବର: ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ସେ କହିଛନ୍ତି ଯେ,  ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି। ଏହି ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାର ସ୍ପଷ୍ଟ ଚିତ୍ର ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଜଣାପଡ଼ିବ। ଏହା ଉପରେ ଆମେ ନଜର ରଖିଛୁ ବୋଲି IMD ଡିଜି କହିଛନ୍ତି  ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ଘୂର୍ଣି ବଳୟ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ। ବର୍ତ୍ତମାନ ପାଇଁ ଆମେ କୌଣସି ରାଜ୍ୟ ପାଇଁ ବାତ୍ୟା ସତର୍କ ସୂଚନା ଦେଇନାହୁଁ । ବାତ୍ୟା ହେବ ବୋଲି ମଧ୍ୟ କୌଣସି ପୂର୍ବାନୁମାନ ପ୍ରକାଶ କରିନାହୁଁ । ଲୋକମାନେ ଗୁଜବ ଠାରୁ ଦୂରରେ ରୁହନ୍ତୁ । ବର୍ତ୍ତମାନ ପାଇଁ କେବଳ ଅକ୍ଟୋବର ମାସରେ ପହିଲାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛୁ । ଏହା ଅବପାତ ରେ ପରିଣତ ହେବାର କମ ସମ୍ଭାବନା ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

22 Sep 2023 By The Sakala

ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ ପ୍ରକାଶ କରିନୁ, ଗୁଜବ ଠାରୁ ଦୂରରେ ରୁହନ୍ତୁ- IMD ଡିଜି

ଭୁବନେଶ୍ବର: ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି। ଏହି ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାର ସ୍ପଷ୍ଟ ଚିତ୍ର ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଜଣାପଡ଼ିବ। ଏହା ଉପରେ ଆମେ ନଜର ରଖିଛୁ ବୋଲି IMD ଡିଜି କହିଛନ୍ତି  ।

ଘୂର୍ଣି ବଳୟ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ। ବର୍ତ୍ତମାନ ପାଇଁ ଆମେ କୌଣସି ରାଜ୍ୟ ପାଇଁ ବାତ୍ୟା ସତର୍କ ସୂଚନା ଦେଇନାହୁଁ । ବାତ୍ୟା ହେବ ବୋଲି ମଧ୍ୟ କୌଣସି ପୂର୍ବାନୁମାନ ପ୍ରକାଶ କରିନାହୁଁ । ଲୋକମାନେ ଗୁଜବ ଠାରୁ ଦୂରରେ ରୁହନ୍ତୁ । ବର୍ତ୍ତମାନ ପାଇଁ କେବଳ ଅକ୍ଟୋବର ମାସରେ ପହିଲାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛୁ । ଏହା ଅବପାତ ରେ ପରିଣତ ହେବାର କମ ସମ୍ଭାବନା ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର