ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ, ପଦ ବଜାୟ ରଖିଲେ ବିଜେଡ଼ି ଅଧ୍ୟକ୍ଷା ସସ୍ମିତା ସାହୁ

The Sakala Picture
Published On

ଭୁବନେଶ୍ବର: ଆଜି ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ହୋଇଥିବା ଆନସ୍ତା ପ୍ରସ୍ତାବକୁ ନେଇ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନଏ ସି ଅଫିସ ମଧ୍ୟରେ କାଉନସିଲର ମାନଙ୍କ ଭୋଟିଂ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ପଦ ବଜାୟ ରଖିଛନ୍ତି ସସ୍ମିତା ସାହୁ। ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଉପ ଜିଲ୍ଲାପାଳ ଗୋପୀନାଥ କଅଁର, କାର୍ଯ୍ୟ ନିର୍ବାହୀ ଅଧିକାରୀ […]

ଭୁବନେଶ୍ବର: ଆଜି ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ହୋଇଥିବା ଆନସ୍ତା ପ୍ରସ୍ତାବକୁ ନେଇ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନଏ ସି ଅଫିସ ମଧ୍ୟରେ କାଉନସିଲର ମାନଙ୍କ ଭୋଟିଂ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ପଦ ବଜାୟ ରଖିଛନ୍ତି ସସ୍ମିତା ସାହୁ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଉପ ଜିଲ୍ଲାପାଳ ଗୋପୀନାଥ କଅଁର, କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ ସମତେ କଡା ସୁରକ୍ଷା ବଳୟ ଭିତରେ ଭୋଟିଂ ସମ୍ପୂର୍ଣ୍ଣ ହୋଇଥିଲା। ୧୧ ସଦସ୍ୟ ବିଶିଷ୍ଟ ଏନ୍‌ଏସିରେ ଆଜି ଭୋଟ ଦେଇଥିଲେ ୮ ଜଣ । ସେଥିମଧ୍ୟରୁ ଜଣଙ୍କ ଭୋଟ ନାକଚ ହୋଇଯାଇଥିଲା। ବିଜେଡିର ୧, ବିଜେପିର ୧, ଜଣେ ସ୍ୱାଧୀନ ଭୋଟ୍ ଦେଇ ନ ଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର