ମାଥିଲିରେ ଡାଇରିଆ ଆତଙ୍କ: ୨ ମୃତ, ୧୦ ଆକ୍ରାନ୍ତ

The Sakala Picture
Published On

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ଆତଙ୍କ । ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା । ଚିକିତ୍ସାଧିନ ଅବସ୍ଥାରେ ମାଥିଲି ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କୋରାପୁଟ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମାଥିଲି ସବଡିଭିଜନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଡାଇରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଥିବା ମାଥିଲିର ମେଡିକାଲ ଅଫିସର […]

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ଆତଙ୍କ । ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା । ଚିକିତ୍ସାଧିନ ଅବସ୍ଥାରେ ମାଥିଲି ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କୋରାପୁଟ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମାଥିଲି ସବଡିଭିଜନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଡାଇରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଥିବା ମାଥିଲିର ମେଡିକାଲ ଅଫିସର କହିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର