ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା ହାତୀ

The Sakala Picture
Published On

ଢେଙ୍କାନାଳ: ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଛି ଦନ୍ତା ହାତୀ। ଏହିଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମୋହନପଶୀ ଗ୍ରାମର କେନ୍ଦୁମୁଣ୍ଡା ସାହିରେ । ସୂଚନା ମୁତାବକ, ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଶୁକାନ୍ତି ହେମ୍ବ୍ରମ। ସେ ଆଜି ଭୋର୍ ଘରେ ଥିବା ବେଳେ ଦନ୍ତା ହାତୀଟି ତାଙ୍କ ଘର ଭିତରକୁ ପଶି ଯାଇଥିଲା ତେବେ ପରିବାରର ସମସ୍ତେ ବାହାରକୁ ପଳାଇ ଯାଇଥିବା ବେଳେ ସେ ବାହାରକୁ ଆସିବାକୁ ଚେଷ୍ଟା […]

ଢେଙ୍କାନାଳ: ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଛି ଦନ୍ତା ହାତୀ। ଏହିଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମୋହନପଶୀ ଗ୍ରାମର କେନ୍ଦୁମୁଣ୍ଡା ସାହିରେ ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ସୂଚନା ମୁତାବକ, ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଶୁକାନ୍ତି ହେମ୍ବ୍ରମ। ସେ ଆଜି ଭୋର୍ ଘରେ ଥିବା ବେଳେ ଦନ୍ତା ହାତୀଟି ତାଙ୍କ ଘର ଭିତରକୁ ପଶି ଯାଇଥିଲା ତେବେ ପରିବାରର ସମସ୍ତେ ବାହାରକୁ ପଳାଇ ଯାଇଥିବା ବେଳେ ସେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା, ଫଳାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର୍ ଦେବା ପରେ ବନ ବିଭାଗ ପହଞଚି ହାତୀଟି କୁ ଗାଁ ନିକଟସ୍ଥ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି। ତେବେ ଘରେ ପଶି ଦନ୍ତା ହାତୀ ଆକ୍ରମଣ କରିବା ନେଇ ଗାଁ ରେ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

12 Jan 2022 By The Sakala

ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା ହାତୀ

ଢେଙ୍କାନାଳ: ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଛି ଦନ୍ତା ହାତୀ। ଏହିଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମୋହନପଶୀ ଗ୍ରାମର କେନ୍ଦୁମୁଣ୍ଡା ସାହିରେ ।

ସୂଚନା ମୁତାବକ, ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଶୁକାନ୍ତି ହେମ୍ବ୍ରମ। ସେ ଆଜି ଭୋର୍ ଘରେ ଥିବା ବେଳେ ଦନ୍ତା ହାତୀଟି ତାଙ୍କ ଘର ଭିତରକୁ ପଶି ଯାଇଥିଲା ତେବେ ପରିବାରର ସମସ୍ତେ ବାହାରକୁ ପଳାଇ ଯାଇଥିବା ବେଳେ ସେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା, ଫଳାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର୍ ଦେବା ପରେ ବନ ବିଭାଗ ପହଞଚି ହାତୀଟି କୁ ଗାଁ ନିକଟସ୍ଥ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି। ତେବେ ଘରେ ପଶି ଦନ୍ତା ହାତୀ ଆକ୍ରମଣ କରିବା ନେଇ ଗାଁ ରେ ଅସନ୍ତୋଷ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର