ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ୬ ଅଙ୍ଗନବାଡ଼ି ଶିଶୁ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିଗିରି ପଞ୍ଚାୟତ ଜଂଖିରା ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା। ଦିଦି ମୂଷା ମରା ଔଷଧ ରଖିଥିଲେ, ପିଲା ଚକୋଲେଟ ଭାବି ଖାଇଦେଲେ।ଚକୋଲେଟ ଭାବି ୬ ଅଙ୍ଗନବାଡ଼ି ଶିଶୁ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ଯରୁ ୪ ଜଣ ଝିଅ ଆଉ ୨ ଜଣ ପୁଅ ରହିଛନ୍ତି। ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିଗିରି ପଞ୍ଚାୟତ ଜଂଖିରା ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା। ଦିଦି ମୂଷା ମରା ଔଷଧ ରଖିଥିଲେ, ପିଲା ଚକୋଲେଟ ଭାବି ଖାଇଦେଲେ।ଚକୋଲେଟ ଭାବି ୬ ଅଙ୍ଗନବାଡ଼ି ଶିଶୁ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ଯରୁ ୪ ଜଣ ଝିଅ ଆଉ ୨ ଜଣ ପୁଅ ରହିଛନ୍ତି। ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ମୂଷା ମାରିବା ପାଇଁ ବଜାରରୁ ଔଷଧ କିଣି ନେଇ ଥୋଇଥିବା ବେଳେ ୬ ଶିଶୁ ଚକୋଲେଟ୍ ଭାବି ଖାଇ ଦେଇଥିଲେ। ମୂଷା ମରା ଖାଇଥିବା ୬ ଜଣ ଶିଶୁଙ୍କୁ ପ୍ରଥମେ ବେଲଟିଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

11 Apr 2025 By The Sakala

ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ୬ ଅଙ୍ଗନବାଡ଼ି ଶିଶୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିଗିରି ପଞ୍ଚାୟତ ଜଂଖିରା ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା। ଦିଦି ମୂଷା ମରା ଔଷଧ ରଖିଥିଲେ, ପିଲା ଚକୋଲେଟ ଭାବି ଖାଇଦେଲେ।ଚକୋଲେଟ ଭାବି ୬ ଅଙ୍ଗନବାଡ଼ି ଶିଶୁ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ଯରୁ ୪ ଜଣ ଝିଅ ଆଉ ୨ ଜଣ ପୁଅ ରହିଛନ୍ତି। ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ମୂଷା ମାରିବା ପାଇଁ ବଜାରରୁ ଔଷଧ କିଣି ନେଇ ଥୋଇଥିବା ବେଳେ ୬ ଶିଶୁ ଚକୋଲେଟ୍ ଭାବି ଖାଇ ଦେଇଥିଲେ। ମୂଷା ମରା ଖାଇଥିବା ୬ ଜଣ ଶିଶୁଙ୍କୁ ପ୍ରଥମେ ବେଲଟିଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

https://www.thesakala.in/latest-odisha-news/dhenkanal/six-anganwadi-children-mistakenly-consuming-rat-poison-thinking-it-was-chocolate/article-39926
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର