ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେବାବେଳେ ଫାର୍ମ କାନ୍ଥ ପଡି ଜଣେ ମୃତ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗାଁରେ ଏକ ଫାର୍ମର କାନ୍ଥ ପଡି ଜଣେ ମୃତ୍ୟୁବରଣ କରିଛନ୍ତି । ଗାଁର ଅଚ୍ୟୁତ ଦିଆଣି ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିଲେ, ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ । ଆଜି ଗାଁ ପାଖରେ ଥିବା ଏକ ଫାର୍ମର କାନ୍ଥ ତାଙ୍କ ଉପରେ ମାଡିବସୀ ଥିବାର ଦେଖିଥିଲେ । ଗତକାଲି ଅପରାହନ୍ନରେ ବର୍ଷା […]

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗାଁରେ ଏକ ଫାର୍ମର କାନ୍ଥ ପଡି ଜଣେ ମୃତ୍ୟୁବରଣ କରିଛନ୍ତି । ଗାଁର ଅଚ୍ୟୁତ ଦିଆଣି ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିଲେ, ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ । ଆଜି ଗାଁ ପାଖରେ ଥିବା ଏକ ଫାର୍ମର କାନ୍ଥ ତାଙ୍କ ଉପରେ ମାଡିବସୀ ଥିବାର ଦେଖିଥିଲେ । ଗତକାଲି ଅପରାହନ୍ନରେ ବର୍ଷା ପବନ ହୋଇଥିଲା ଯାହାଫଳରେ ସେ ଆଶ୍ରୟ ନେବାକୁ ଯାଇଥିବା ବେଳେ ଫାର୍ମର କାନ୍ଥ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

09 Jun 2023 By The Sakala

ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେବାବେଳେ ଫାର୍ମ କାନ୍ଥ ପଡି ଜଣେ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗାଁରେ ଏକ ଫାର୍ମର କାନ୍ଥ ପଡି ଜଣେ ମୃତ୍ୟୁବରଣ କରିଛନ୍ତି । ଗାଁର ଅଚ୍ୟୁତ ଦିଆଣି ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିଲେ, ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ । ଆଜି ଗାଁ ପାଖରେ ଥିବା ଏକ ଫାର୍ମର କାନ୍ଥ ତାଙ୍କ ଉପରେ ମାଡିବସୀ ଥିବାର ଦେଖିଥିଲେ । ଗତକାଲି ଅପରାହନ୍ନରେ ବର୍ଷା ପବନ ହୋଇଥିଲା ଯାହାଫଳରେ ସେ ଆଶ୍ରୟ ନେବାକୁ ଯାଇଥିବା ବେଳେ ଫାର୍ମର କାନ୍ଥ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର