ଗୁଳିମାଡ଼ କରି ୬ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଗୁଳିମାଡ଼ । ଗୁଳିମାଡ଼ କରି ଟଙ୍କା ଲୁଟି ନେଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ କର୍ମଚାରୀ। ଏହି ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ଏହି ଟଙ୍କା ଖୁଣ୍ଟୁଣିର ଏକ ବ୍ୟାଙ୍କରେ ଡିପୋଜିଟ୍ ହେବା ପାଇଁ ଯାଉଥିଲା […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଗୁଳିମାଡ଼ । ଗୁଳିମାଡ଼ କରି ଟଙ୍କା ଲୁଟି ନେଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ କର୍ମଚାରୀ। ଏହି ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ଏହି ଟଙ୍କା ଖୁଣ୍ଟୁଣିର ଏକ ବ୍ୟାଙ୍କରେ ଡିପୋଜିଟ୍ ହେବା ପାଇଁ ଯାଉଥିଲା ।
17 Aug 2021
By The Sakala
ଗୁଳିମାଡ଼ କରି ୬ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଗୁଳିମାଡ଼ । ଗୁଳିମାଡ଼ କରି ଟଙ୍କା ଲୁଟି ନେଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ କର୍ମଚାରୀ। ଏହି ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ଏହି ଟଙ୍କା ଖୁଣ୍ଟୁଣିର ଏକ ବ୍ୟାଙ୍କରେ ଡିପୋଜିଟ୍ ହେବା ପାଇଁ ଯାଉଥିଲା ।
⊕ https://www.thesakala.in/latest-odisha-news/dhenkanal/looted-from-petrol-pump-in-dhenkanal/article-4678