ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ

The Sakala Picture
Published On

କାମାକ୍ଷାନଗର: ପାରିବାରିକ କଳହ କୁନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ପଥରଖୁମ୍ବ ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ପ୍ରମୋଦ ରାଉତରାୟ ରାଜମିସ୍ତ୍ରୀ ଭାବେ ଢେଙ୍କାନାଳରେ କାମ କରୁଛନ୍ତି। ଗତକାଲି କାମରୁ ଫେରି ପ୍ରମୋଦ ପଥରଖୁମ୍ବ ଆସିଥିବା ବେଳେ କୌଣସି କାରଣବଶତଃ ଆଜି ସକାଳୁ ତାଙ୍କ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକିରେ ତାଙ୍କ ସ୍ତ୍ରୀ ମଲାଋଣୀ […]

କାମାକ୍ଷାନଗର: ପାରିବାରିକ କଳହ କୁନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ପଥରଖୁମ୍ବ ଗ୍ରାମରେ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ସୂଚନା ଅନୁଯାୟୀ, ଗ୍ରାମର ପ୍ରମୋଦ ରାଉତରାୟ ରାଜମିସ୍ତ୍ରୀ ଭାବେ ଢେଙ୍କାନାଳରେ କାମ କରୁଛନ୍ତି। ଗତକାଲି କାମରୁ ଫେରି ପ୍ରମୋଦ ପଥରଖୁମ୍ବ ଆସିଥିବା ବେଳେ କୌଣସି କାରଣବଶତଃ ଆଜି ସକାଳୁ ତାଙ୍କ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକିରେ ତାଙ୍କ ସ୍ତ୍ରୀ ମଲାଋଣୀ ରାଉତରାୟଙ୍କୁ ହାଣି ଦେଇଥିଲେ। ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ। ଏ ନେଇ ଖବର ପାଇ କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରମୋଦ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

03 Jul 2022 By The Sakala

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ

କାମାକ୍ଷାନଗର: ପାରିବାରିକ କଳହ କୁନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ପଥରଖୁମ୍ବ ଗ୍ରାମରେ।

ସୂଚନା ଅନୁଯାୟୀ, ଗ୍ରାମର ପ୍ରମୋଦ ରାଉତରାୟ ରାଜମିସ୍ତ୍ରୀ ଭାବେ ଢେଙ୍କାନାଳରେ କାମ କରୁଛନ୍ତି। ଗତକାଲି କାମରୁ ଫେରି ପ୍ରମୋଦ ପଥରଖୁମ୍ବ ଆସିଥିବା ବେଳେ କୌଣସି କାରଣବଶତଃ ଆଜି ସକାଳୁ ତାଙ୍କ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକିରେ ତାଙ୍କ ସ୍ତ୍ରୀ ମଲାଋଣୀ ରାଉତରାୟଙ୍କୁ ହାଣି ଦେଇଥିଲେ। ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ। ଏ ନେଇ ଖବର ପାଇ କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରମୋଦ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର