ଭିଜିଲାନ୍ସ ଜାଲରେ ଡିଏସପି: କୋଇଲା ବୋଝେଇ ଟ୍ରକ ପାର କରିବାକୁ ନେଉଥିଲେ ଲାଞ୍ଚ

The Sakala Picture
Published On

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ୩ଟି କୋଇଲା ବୋଝେଇ ଟ୍ରକରୁ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିଲେ ବାବୁ । ଆହୁରି ଅର୍ଥ ଦାବି କରିଥିଲେ । ଟ୍ରକ୍ ମାଲିକ ଭିଜିଲାନ୍ସକୁ ଜଣାଇବା […]

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ୩ଟି କୋଇଲା ବୋଝେଇ ଟ୍ରକରୁ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିଲେ ବାବୁ । ଆହୁରି ଅର୍ଥ ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଟ୍ରକ୍ ମାଲିକ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଟ୍ରାପ୍ କରିଛି । ଆଜି ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ଧରାପଡିଛନ୍ତି ଢେଙ୍କାନାଳ ଡିଏସପି ଅଭିନବ ଡାଳୁଆ । ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଭିଜିଲାନସ ଡିଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀଙ୍କ ନେତୃତ୍ଵରେ ୧୧ ଜଣିଆ ଟିମ ସଦର ଥାନା ଓ ଅମଲାପଡ଼ା ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜଟଣୀ ରାମଚନ୍ଦ୍ରପୁରର ଘର, ଢେଙ୍କାନାଳର ୪ଟି ସ୍ଥାନରେ ଚାଲିଛି ରେଡ୍ । ବାଲେଶ୍ବରର ପୈତୃକ ଘର, କେନ୍ଦୁଝର ସ୍ଥିତ ଶ୍ବଶୁର ଘରେ ଚାଲିଛି ଚଢ଼ାଉ । କଟକ ଜିଲ୍ଲା ନରସିଂହପୁରରେ ଥିବା ଘରେ ଚାଲିଛି ରେଡ୍ । ରେଡରେ ୮ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି , ୯ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । କୋଇଲା ବୋଝେଇ ଟ୍ରକ ପାର କରିବାକୁ ଟ୍ରକ ମାଲିକ ମାନଙ୍କୁ ଧମକାଇ ଲାଞ୍ଚ ନେଉଥିଲେ ଡିଏସପି ଡାଳୁଆ । ଡିଏସପି ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଦାୟିତ୍ବରେ ଥିଲେ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

30 Aug 2022 By The Sakala

ଭିଜିଲାନ୍ସ ଜାଲରେ ଡିଏସପି: କୋଇଲା ବୋଝେଇ ଟ୍ରକ ପାର କରିବାକୁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ୩ଟି କୋଇଲା ବୋଝେଇ ଟ୍ରକରୁ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିଲେ ବାବୁ । ଆହୁରି ଅର୍ଥ ଦାବି କରିଥିଲେ ।

ଟ୍ରକ୍ ମାଲିକ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଟ୍ରାପ୍ କରିଛି । ଆଜି ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ଧରାପଡିଛନ୍ତି ଢେଙ୍କାନାଳ ଡିଏସପି ଅଭିନବ ଡାଳୁଆ । ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଭିଜିଲାନସ ଡିଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀଙ୍କ ନେତୃତ୍ଵରେ ୧୧ ଜଣିଆ ଟିମ ସଦର ଥାନା ଓ ଅମଲାପଡ଼ା ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଛି ।

ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜଟଣୀ ରାମଚନ୍ଦ୍ରପୁରର ଘର, ଢେଙ୍କାନାଳର ୪ଟି ସ୍ଥାନରେ ଚାଲିଛି ରେଡ୍ । ବାଲେଶ୍ବରର ପୈତୃକ ଘର, କେନ୍ଦୁଝର ସ୍ଥିତ ଶ୍ବଶୁର ଘରେ ଚାଲିଛି ଚଢ଼ାଉ । କଟକ ଜିଲ୍ଲା ନରସିଂହପୁରରେ ଥିବା ଘରେ ଚାଲିଛି ରେଡ୍ । ରେଡରେ ୮ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି , ୯ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । କୋଇଲା ବୋଝେଇ ଟ୍ରକ ପାର କରିବାକୁ ଟ୍ରକ ମାଲିକ ମାନଙ୍କୁ ଧମକାଇ ଲାଞ୍ଚ ନେଉଥିଲେ ଡିଏସପି ଡାଳୁଆ । ଡିଏସପି ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଦାୟିତ୍ବରେ ଥିଲେ ।

https://www.thesakala.in/latest-odisha-news/dhenkanal/dsp-in-the-vigilance-net-bribes-were-being-taken-to-cross-coal-loaded-trucks/article-14562
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର