ଅଳସୁଆ ସ୍ବାମୀର ବିଭତ୍ସ କାଣ୍ଡ, ଫାର୍ସାରେ ହାଣିଲା ପତ୍ନୀ ଓ ୨ ଝିଅଙ୍କୁ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଡିମିରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । କାମଧନ୍ଦା ନ କରି ଘରେ ବସି ରହୁଥିବାକୁ ନେଇ ସ୍ତ୍ରୀ ପ୍ରତିବାଦ କରିବାରୁ ରକ୍ତମୁଖା ହୋଇଛି ସ୍ବାମୀ।  ଫାର୍ସାରେ ସ୍ତ୍ରୀ ଓ ଦୁଇଝିଅଙ୍କୁ ଆକ୍ରମଣ କରିଛି। ଅଭିଯୁକ୍ତ ସ୍ବାମୀର ନାଁ ପ୍ରାଣବନ୍ଧୁ ରାଉତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ମିନାକ୍ଷୀ ରାଉତ ଏବଂ ଦୁଇ ଝିଅ ହେଲେ ଅଞ୍ଜଳି ଓ ମୋନାଲିସା ରାଉତ। ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରାଣବନ୍ଧୁ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଡିମିରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । କାମଧନ୍ଦା ନ କରି ଘରେ ବସି ରହୁଥିବାକୁ ନେଇ ସ୍ତ୍ରୀ ପ୍ରତିବାଦ କରିବାରୁ ରକ୍ତମୁଖା ହୋଇଛି ସ୍ବାମୀ।  ଫାର୍ସାରେ ସ୍ତ୍ରୀ ଓ ଦୁଇଝିଅଙ୍କୁ ଆକ୍ରମଣ କରିଛି। ଅଭିଯୁକ୍ତ ସ୍ବାମୀର ନାଁ ପ୍ରାଣବନ୍ଧୁ ରାଉତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ମିନାକ୍ଷୀ ରାଉତ ଏବଂ ଦୁଇ ଝିଅ ହେଲେ ଅଞ୍ଜଳି ଓ ମୋନାଲିସା ରାଉତ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରାଣବନ୍ଧୁ କାମଧନ୍ଦା ନ କରି ଘରେ ବସି ରହୁଥିଲେ। ପତ୍ନୀ ଏହାର ବିରୋଧ କରିବାକୁ ବଚସା ହୋଇଥିଲା। ଆଉ ଏଥିରେ ରାଗିଯାଇ ପ୍ରାଣବନ୍ଧୁ ପତ୍ନୀଙ୍କ ସହିତ ଦୁଇ ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି  ପ୍ରାଣବନ୍ଧୁକୁ କାବୁ କରିବା ସହ ଆହତ ପତ୍ନୀ ମିନାକ୍ଷୀ  ଏବଂ ତାଙ୍କ ଦୁଇ ଝିଅ ଅଞ୍ଜଳି ଓ ମୋନାଲିସାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମିନାକ୍ଷୀଙ୍କ ଅବସ୍ଥା ଗୁରୁତର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଦୁଇ ଝିଅଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

02 Apr 2021 By The Sakala

ଅଳସୁଆ ସ୍ବାମୀର ବିଭତ୍ସ କାଣ୍ଡ, ଫାର୍ସାରେ ହାଣିଲା ପତ୍ନୀ ଓ ୨ ଝିଅଙ୍କୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଡିମିରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । କାମଧନ୍ଦା ନ କରି ଘରେ ବସି ରହୁଥିବାକୁ ନେଇ ସ୍ତ୍ରୀ ପ୍ରତିବାଦ କରିବାରୁ ରକ୍ତମୁଖା ହୋଇଛି ସ୍ବାମୀ।  ଫାର୍ସାରେ ସ୍ତ୍ରୀ ଓ ଦୁଇଝିଅଙ୍କୁ ଆକ୍ରମଣ କରିଛି। ଅଭିଯୁକ୍ତ ସ୍ବାମୀର ନାଁ ପ୍ରାଣବନ୍ଧୁ ରାଉତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ମିନାକ୍ଷୀ ରାଉତ ଏବଂ ଦୁଇ ଝିଅ ହେଲେ ଅଞ୍ଜଳି ଓ ମୋନାଲିସା ରାଉତ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରାଣବନ୍ଧୁ କାମଧନ୍ଦା ନ କରି ଘରେ ବସି ରହୁଥିଲେ। ପତ୍ନୀ ଏହାର ବିରୋଧ କରିବାକୁ ବଚସା ହୋଇଥିଲା। ଆଉ ଏଥିରେ ରାଗିଯାଇ ପ୍ରାଣବନ୍ଧୁ ପତ୍ନୀଙ୍କ ସହିତ ଦୁଇ ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି  ପ୍ରାଣବନ୍ଧୁକୁ କାବୁ କରିବା ସହ ଆହତ ପତ୍ନୀ ମିନାକ୍ଷୀ  ଏବଂ ତାଙ୍କ ଦୁଇ ଝିଅ ଅଞ୍ଜଳି ଓ ମୋନାଲିସାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମିନାକ୍ଷୀଙ୍କ ଅବସ୍ଥା ଗୁରୁତର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଦୁଇ ଝିଅଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ଜବତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର