ଗାଧୋଉଥିବା ବେଳେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ

The Sakala Picture
Published On

ଅଁଳାବେରେନି: ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପଧାନଙ୍କ ୧୦ବର୍ଷର ପୁଅ ପ୍ରଭାକର ପଧାନ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଟା ବେଳକୁ ପ୍ରଭାକର ଓ ତାଙ୍କ ସାଥିଙ୍କ ସହ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧେଇବା ବେଳେ ପ୍ରଭାକର ବୁଡିଯାଇଥିଲା। ସାଙ୍ଗମାନେ ତୁରନ୍ତ ଘରଲୋକଙ୍କୁ ଖବର ଦେଇଥିଲେ। […]

ଅଁଳାବେରେନି: ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପଧାନଙ୍କ ୧୦ବର୍ଷର ପୁଅ ପ୍ରଭାକର ପଧାନ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଟା ବେଳକୁ ପ୍ରଭାକର ଓ ତାଙ୍କ ସାଥିଙ୍କ ସହ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧେଇବା ବେଳେ ପ୍ରଭାକର ବୁଡିଯାଇଥିଲା। ସାଙ୍ଗମାନେ ତୁରନ୍ତ ଘରଲୋକଙ୍କୁ ଖବର ଦେଇଥିଲେ। ଘରଲୋକେ ପହଞ୍ଚି ପ୍ରଭାକରକୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

15 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର