ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ

The Sakala Picture
Published On

ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ହାତୀ ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଢେଙ୍କାନାଳ ସଦର ରେଞ୍ଚ ମେରାମଣ୍ଡଳି ଷ୍ଟେସନରେ […]

ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ହାତୀ ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ସୂଚନା ଅନୁସାରେ, ଢେଙ୍କାନାଳ ସଦର ରେଞ୍ଚ ମେରାମଣ୍ଡଳି ଷ୍ଟେସନରେ ୪୯ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ । ସବୁ ହାତୀ ରାଳ ଲାଇନ ପାର ହୋଇସାରିଥିବା ବେଳେ ଏକ ହାତୀ ରେଳ ଲାଇନ ଉପରେ ରହିଯାଇଥିଲା । ସେତେବେଳେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନ ଉକ୍ତ ଦନ୍ତାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦନ୍ତାର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ଓ ମୋଟଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

02 Nov 2024 By The Sakala

ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ

ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ହାତୀ ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଢେଙ୍କାନାଳ ସଦର ରେଞ୍ଚ ମେରାମଣ୍ଡଳି ଷ୍ଟେସନରେ ୪୯ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ । ସବୁ ହାତୀ ରାଳ ଲାଇନ ପାର ହୋଇସାରିଥିବା ବେଳେ ଏକ ହାତୀ ରେଳ ଲାଇନ ଉପରେ ରହିଯାଇଥିଲା । ସେତେବେଳେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନ ଉକ୍ତ ଦନ୍ତାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦନ୍ତାର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ଓ ମୋଟଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର