କୂଅ ସଫା କରୁଥିବାବେଳେ ଶ୍ବାସରୁଦ୍ଧ ହୋଇ ୨ ମୃତ

The Sakala Picture
Published On

କାମାକ୍ଷାନଗର: କୂଅରେ ସଫା କରୁଥିବା ବେଳେ ଅଘଟଣ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରକୀଶରୀପାଳ ଗାଁରେ ଘଟିଛି ଏହି ଅଘଟଣ । ୩୫ଫୁଟ ଗଭୀର କୂଅ ସଫା କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ସାହୁ । ସୂଚନା ମୁତାବକ, ଶଶିଭୂଷଣଙ୍କ କୂଅ ଉଭୟ ମିଶି ସଫା କରୁଥିବାବେଳେ, ଅସାବଧାନତା କାରଣରୁ […]

କାମାକ୍ଷାନଗର: କୂଅରେ ସଫା କରୁଥିବା ବେଳେ ଅଘଟଣ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରକୀଶରୀପାଳ ଗାଁରେ ଘଟିଛି ଏହି ଅଘଟଣ । ୩୫ଫୁଟ ଗଭୀର କୂଅ ସଫା କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ସାହୁ ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସୂଚନା ମୁତାବକ, ଶଶିଭୂଷଣଙ୍କ କୂଅ ଉଭୟ ମିଶି ସଫା କରୁଥିବାବେଳେ, ଅସାବଧାନତା କାରଣରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଘଟଣା ସ୍ଥଳରେ ଦମକଳବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ପୋଲିସ । ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

21 Jul 2023 By The Sakala

କୂଅ ସଫା କରୁଥିବାବେଳେ ଶ୍ବାସରୁଦ୍ଧ ହୋଇ ୨ ମୃତ

କାମାକ୍ଷାନଗର: କୂଅରେ ସଫା କରୁଥିବା ବେଳେ ଅଘଟଣ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରକୀଶରୀପାଳ ଗାଁରେ ଘଟିଛି ଏହି ଅଘଟଣ । ୩୫ଫୁଟ ଗଭୀର କୂଅ ସଫା କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ସାହୁ ।

ସୂଚନା ମୁତାବକ, ଶଶିଭୂଷଣଙ୍କ କୂଅ ଉଭୟ ମିଶି ସଫା କରୁଥିବାବେଳେ, ଅସାବଧାନତା କାରଣରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଘଟଣା ସ୍ଥଳରେ ଦମକଳବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ପୋଲିସ । ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର