ଗାଧାଉଥିବା ବେଳେ ବୁଡି ଗଲେ ୨ ଶିଶୁ, ଜଣେ ମୃତ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲାସାହିରେ ଘଟିଛି ଅଭାବନୀୟ ଘଟଣା । ମଲ୍ଲାସାହିର ଦୁଇ ଜଣ ଶିଶୁ ସାହି ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁ ଜଣଙ୍କ ମଲ୍ଲାସାହି ତ୍ରିଲୋଚନ ବେହେରାଙ୍କ ୧୩ ବର୍ଷର ପୁଅ ଗୁଡୁଲୁ ବୋଲି ଜଣାପଡିଛି । ତେବେ […]

ଢେଙ୍କାନାଳ: ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲାସାହିରେ ଘଟିଛି ଅଭାବନୀୟ ଘଟଣା । ମଲ୍ଲାସାହିର ଦୁଇ ଜଣ ଶିଶୁ ସାହି ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁ ଜଣଙ୍କ ମଲ୍ଲାସାହି ତ୍ରିଲୋଚନ ବେହେରାଙ୍କ ୧୩ ବର୍ଷର ପୁଅ ଗୁଡୁଲୁ ବୋଲି ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା ଶିଶୁ ଜଣଙ୍କ ପଞ୍ଚାନନ ବେହେରାଙ୍କ ପୁଅ ସୁଡୁଲୁ ବୋଲି ଜଣାପଡିଛି । ସୁଡୁଲୁକୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

30 Aug 2023 By The Sakala

ଗାଧାଉଥିବା ବେଳେ ବୁଡି ଗଲେ ୨ ଶିଶୁ, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲାସାହିରେ ଘଟିଛି ଅଭାବନୀୟ ଘଟଣା । ମଲ୍ଲାସାହିର ଦୁଇ ଜଣ ଶିଶୁ ସାହି ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁ ଜଣଙ୍କ ମଲ୍ଲାସାହି ତ୍ରିଲୋଚନ ବେହେରାଙ୍କ ୧୩ ବର୍ଷର ପୁଅ ଗୁଡୁଲୁ ବୋଲି ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା ଶିଶୁ ଜଣଙ୍କ ପଞ୍ଚାନନ ବେହେରାଙ୍କ ପୁଅ ସୁଡୁଲୁ ବୋଲି ଜଣାପଡିଛି । ସୁଡୁଲୁକୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ଜଣାପଡିଛି।

https://www.thesakala.in/latest-odisha-news/dhenkanal/2-children-drowned-while-swimming-one-dead/article-24944
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର