ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ DFO ମାନେ ନିଜ ପିଲା ପରି ଦେଖନ୍ତୁ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ବର: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ ଘଟଣା । ଗତକାଲି ଶିଶୁ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁନାବେଡ଼ା DFO ମହାଦେଓ ବୁଡ଼ାଇକ । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସ କହିଛନ୍ତି। ଗତକାଲି ସନ୍ଧ୍ୟା ୫-୬ ବେଳେ ଜଣେ ଶିଶୁ କଲରାପତରିଆ ବାଘର ଶିକାର ହୋଇଥିଲା । ପରେ ତାର ଦେହାନ୍ତ ହୋଇଛି । ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ସୀମା ବର୍ତ୍ତି ଅଞ୍ଚଳକୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ପାଟ୍ରୋଲିଂ କରୁଛନ୍ତି । ବନଖଣ୍ଡରେ ଗୋଟିଏ କଲରାପତରିଆ […]
ଭୁବନେଶ୍ବର: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ ଘଟଣା । ଗତକାଲି ଶିଶୁ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁନାବେଡ଼ା DFO ମହାଦେଓ ବୁଡ଼ାଇକ । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସ କହିଛନ୍ତି। ଗତକାଲି ସନ୍ଧ୍ୟା ୫-୬ ବେଳେ ଜଣେ ଶିଶୁ କଲରାପତରିଆ ବାଘର ଶିକାର ହୋଇଥିଲା । ପରେ ତାର ଦେହାନ୍ତ ହୋଇଛି । ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ସୀମା ବର୍ତ୍ତି ଅଞ୍ଚଳକୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ପାଟ୍ରୋଲିଂ କରୁଛନ୍ତି । ବନଖଣ୍ଡରେ ଗୋଟିଏ କଲରାପତରିଆ ବାଘ ଥିବା ଜଣା ପଡ଼ିଛି । ବାଘ ଗଣନା ପାଇଁ ଲଗାଯାଇଥିବା କ୍ୟମାରେ ଟ୍ରାପ ଜରିଆରେ ତା’ ଉପରେ ନଜର ରଖାଯାଇଛି । ଲୋକଙ୍କ ମଧ୍ୟରେ ସଚେତନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ସୁନାବେଡ଼ା DFO କହିଛନ୍ତି।
ଅନ୍ୟପକ୍ଷରେ, ଆଜି DFO ସମ୍ମିଳନୀରେ ଏ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭାବବିହ୍ୱଳ ହୋଇ ଅପିଲ କରିଛନ୍ତ । ମଣିଷ ଓ ବନ୍ୟପ୍ରାଣୀଙ୍କ ଲଢେଇକୁ ଯଥା ସମ୍ଭବ କମାଇବାକୁ ପଦକ୍ଷେପ ନିଅନ୍ତୁ ସମସ୍ତ DFO । ନୂଆପଡାରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ DFO ମାନେ ନିଜ ପିଲା ପରି ଦେଖନ୍ତୁ। ହାତୀ ମୃତ୍ୟୁର ସତ ନ ଲୁଚାଇବାକୁ ଡ଼ିଏଫଓଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି