କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସରେ ଜାଗର ଦୀପ ଜାଳି ପାରିବେନି ଭକ୍ତ

The Sakala Picture
Published On

ଭୁବନେଶ୍ବର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର ପାଇଁ ମଙ୍ଗଳବାର  ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାଗର ଭିଡକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହାରି ମଧ୍ୟରେ ଢେଙ୍କାନାଳର କପିଳାସ ପୀଠରେ ଜାଗରକୁ ନେଇ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି […]

ଭୁବନେଶ୍ବର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର ପାଇଁ ମଙ୍ଗଳବାର  ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାଗର ଭିଡକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହାରି ମଧ୍ୟରେ ଢେଙ୍କାନାଳର କପିଳାସ ପୀଠରେ ଜାଗରକୁ ନେଇ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ଲାଗି କୋଭିଡ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ଆହୁରି ପଢ଼ନ୍ତୁ: ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

ଆହୁରି ପଢ଼ନ୍ତୁ: ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ; ଏକାଠି ହେବେ ୧୧ ଦେଶର ପ୍ରତିନିଧି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ସହର

ତେବେ, ଏହି ନିଷ୍ପତ୍ତି କେବଳ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଲାଗି ଉଦ୍ଦିଷ୍ଟ । ଢେଙ୍କାନାଳ ବ୍ୟତୀତ ବାହାର ଜିଲ୍ଲା କିମ୍ବା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଜାଗରରେ କପିଳାସ ବାରଣ କରାଯାଇଛି । କୋଭିଡ୍ ରିପୋର୍ଟ ଦେଖାଇ ଶ୍ରଦ୍ଧାଳୁ ମନ୍ଦିର ପ୍ରବେଶ ସହ ଦୀପ ମଧ୍ୟ ଜାଳି ପାରିବେ । ଚଳିତଥର କପିଳାସ ଜାଗର ଯାତ୍ରାକୁ ସମ୍ପୂର୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ । କପିଳାସରେ ରାତି ୩ଟା ୫୫ରେ ମହାଦୀପ ଉଠିବ । ଢେଙ୍କାନାଳ କୋଭିଡ୍ ମୁକ୍ତ ଥିବାରୁ ଜାଗର ଯାତ୍ରା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

09 Mar 2021 By The Sakala

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସରେ ଜାଗର ଦୀପ ଜାଳି ପାରିବେନି ଭକ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର ପାଇଁ ମଙ୍ଗଳବାର  ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାଗର ଭିଡକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହାରି ମଧ୍ୟରେ ଢେଙ୍କାନାଳର କପିଳାସ ପୀଠରେ ଜାଗରକୁ ନେଇ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ଲାଗି କୋଭିଡ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ତେବେ, ଏହି ନିଷ୍ପତ୍ତି କେବଳ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଲାଗି ଉଦ୍ଦିଷ୍ଟ । ଢେଙ୍କାନାଳ ବ୍ୟତୀତ ବାହାର ଜିଲ୍ଲା କିମ୍ବା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଜାଗରରେ କପିଳାସ ବାରଣ କରାଯାଇଛି । କୋଭିଡ୍ ରିପୋର୍ଟ ଦେଖାଇ ଶ୍ରଦ୍ଧାଳୁ ମନ୍ଦିର ପ୍ରବେଶ ସହ ଦୀପ ମଧ୍ୟ ଜାଳି ପାରିବେ । ଚଳିତଥର କପିଳାସ ଜାଗର ଯାତ୍ରାକୁ ସମ୍ପୂର୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ । କପିଳାସରେ ରାତି ୩ଟା ୫୫ରେ ମହାଦୀପ ଉଠିବ । ଢେଙ୍କାନାଳ କୋଭିଡ୍ ମୁକ୍ତ ଥିବାରୁ ଜାଗର ଯାତ୍ରା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର