ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା

The Sakala Picture
Published On

ଭୁବନେଶ୍ୱର: ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କକ ସାଂଗଠନିକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ବିଜେପିର ନେତା ଓ କର୍ମୀ । ଆଜି ଜିଲ୍ଲାର ୪୦ ରୁ ୪୫ ଜଣ ବିଜେପି ନେତା […]

ଭୁବନେଶ୍ୱର: ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କକ ସାଂଗଠନିକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ବିଜେପିର ନେତା ଓ କର୍ମୀ । ଆଜି ଜିଲ୍ଲାର ୪୦ ରୁ ୪୫ ଜଣ ବିଜେପି ନେତା ବିଜେଡିରେ ହୋଇଛନ୍ତି ସାମିଲ । ଭୁବନେଶ୍ୱର ସ୍ଥିତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ସାମିଲ ହୋଇଛନ୍ତି ସମସ୍ତେ ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ତେବ ନୂଆକରି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ଏକ୍ସ ଚେୟାରମ୍ୟାନ ଓ ବିଜେପି ନେତା ଅଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଲଗାତାର ଭାବେ ଦୁର୍ବଳ ହେବାରେ ଲାଗିଛି ବିରୋଧୀଙ୍କ ଶିବିର । ଉଭୟ କଂଗ୍ରେସ ଓ ବିଜେପି ସମେତ ଅନ୍ୟ ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜୁ ଜନତା ଦଳର ଯୋଗ ଦେଉଛନ୍ତି । ନିକଟ ଅତୀତରେ ରାଉରକେଲା, ଧର୍ମଗଡ଼, ଯାଜପୁର, ବାରିପଦା ଓ ପୋଲସରାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିରୋଧୀ ଦଳର ବିଭିନ୍ନ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

08 Sep 2021 By The Sakala

ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା

ଭୁବନେଶ୍ୱର: ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କକ ସାଂଗଠନିକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ବିଜେପିର ନେତା ଓ କର୍ମୀ । ଆଜି ଜିଲ୍ଲାର ୪୦ ରୁ ୪୫ ଜଣ ବିଜେପି ନେତା ବିଜେଡିରେ ହୋଇଛନ୍ତି ସାମିଲ । ଭୁବନେଶ୍ୱର ସ୍ଥିତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ସାମିଲ ହୋଇଛନ୍ତି ସମସ୍ତେ ।

ତେବ ନୂଆକରି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ଏକ୍ସ ଚେୟାରମ୍ୟାନ ଓ ବିଜେପି ନେତା ଅଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଲଗାତାର ଭାବେ ଦୁର୍ବଳ ହେବାରେ ଲାଗିଛି ବିରୋଧୀଙ୍କ ଶିବିର । ଉଭୟ କଂଗ୍ରେସ ଓ ବିଜେପି ସମେତ ଅନ୍ୟ ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜୁ ଜନତା ଦଳର ଯୋଗ ଦେଉଛନ୍ତି । ନିକଟ ଅତୀତରେ ରାଉରକେଲା, ଧର୍ମଗଡ଼, ଯାଜପୁର, ବାରିପଦା ଓ ପୋଲସରାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିରୋଧୀ ଦଳର ବିଭିନ୍ନ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର