ଲଖନପୁରରେ ୫ଟି ସଚିବଙ୍କ ବିକାଶ ସମୀକ୍ଷା: ପ୍ରତିଘରେ ପହଞ୍ଚିବ ପିଇବା ପାଣି, ଖର୍ଚ୍ଚ ହେବ ୨୧୧ କୋଟି ଟଙ୍କା

The Sakala Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ୫ଟି ସଚିବ । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । ୫ଟି ସଚିବଙ୍କୁ ପାଖରେ ଦେଖି ଭାବବିହ୍ବଳ ହୋଇ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ । ତାଙ୍କ ନିକଟକୁ ଯାଇ କଥା ହୋଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ ୫ଟି ସଚିବ […]

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ୫ଟି ସଚିବ । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । ୫ଟି ସଚିବଙ୍କୁ ପାଖରେ ଦେଖି ଭାବବିହ୍ବଳ ହୋଇ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ । ତାଙ୍କ ନିକଟକୁ ଯାଇ କଥା ହୋଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ ୫ଟି ସଚିବ ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

୫ଟି ସଚିବ କହିଛନ୍ତି ଯେ, ଲଖନପୁର ବ୍ଲକର ୩୩ଟି ପଞ୍ଚାୟତର ପ୍ରତିଘରେ ପହଞ୍ଚିବ ପିଇବା ପାଣି । ଏଥିପାଇଁ ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୩ ମାସ ଭିତରେ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ସେହିପରି ବ୍ରଜରାଜନଗରର ପ୍ରତ୍ୟକ ଘରେ ପାଣି ପହଞ୍ଚିବା ପାଇଁ ୨୯୫ କୋଟି ଖର୍ଚ୍ଚ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ୧୧୩ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ । ୫୦ ହଜାର ଏକର ଜମିରେ ପାଣି ପହଞ୍ଚିବ ୫ଟି ସଚିବ ଭି.କେ ପାଣ୍ଡିଆନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

20 Aug 2023 By The Sakala

ଲଖନପୁରରେ ୫ଟି ସଚିବଙ୍କ ବିକାଶ ସମୀକ୍ଷା: ପ୍ରତିଘରେ ପହଞ୍ଚିବ ପିଇବା ପାଣି, ଖର୍ଚ୍ଚ ହେବ ୨୧୧ କୋଟି ଟଙ୍କା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ୫ଟି ସଚିବ । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । ୫ଟି ସଚିବଙ୍କୁ ପାଖରେ ଦେଖି ଭାବବିହ୍ବଳ ହୋଇ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ । ତାଙ୍କ ନିକଟକୁ ଯାଇ କଥା ହୋଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ ୫ଟି ସଚିବ ।

୫ଟି ସଚିବ କହିଛନ୍ତି ଯେ, ଲଖନପୁର ବ୍ଲକର ୩୩ଟି ପଞ୍ଚାୟତର ପ୍ରତିଘରେ ପହଞ୍ଚିବ ପିଇବା ପାଣି । ଏଥିପାଇଁ ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୩ ମାସ ଭିତରେ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ସେହିପରି ବ୍ରଜରାଜନଗରର ପ୍ରତ୍ୟକ ଘରେ ପାଣି ପହଞ୍ଚିବା ପାଇଁ ୨୯୫ କୋଟି ଖର୍ଚ୍ଚ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ୧୧୩ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ । ୫୦ ହଜାର ଏକର ଜମିରେ ପାଣି ପହଞ୍ଚିବ ୫ଟି ସଚିବ ଭି.କେ ପାଣ୍ଡିଆନ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର