ପୁଲିସକୁ ଧକ୍କା ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ

The Sakala Picture
Published On

ଦେବଗଡ଼: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଏକ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ  ଦେବଗଡ଼ ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା। କୁଣ୍ଢେଇଗୋଳା […]

ଦେବଗଡ଼: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଏକ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ  ଦେବଗଡ଼ ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା। କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଫେରାର ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

25 Sep 2023 By The Sakala

ପୁଲିସକୁ ଧକ୍କା ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ

ଦେବଗଡ଼: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଏକ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ  ଦେବଗଡ଼ ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା। କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଫେରାର ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର