ଟାଙ୍ଗିଆରେ ହାଣି ମା’କୁ ହତ୍ୟାକଲା ପୁଅ

The Sakala Picture
Published On

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଟାଙ୍ଗିଆରେ ହାଣି ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ନାଁ କୁନ୍ତଳା କିଷାନ (୫୦)। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ, ଗତକାଲି ରାତିରେ କୁନ୍ତଳାଙ୍କ ସହ ସୁରେଶଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ କୁନ୍ତଳା ଖାଇପିଇ ଘରେ ଶୋଇଥିଲେ। ବଳମ୍ବିତ ରାତିରେ କୁନ୍ତଳା ଶୋଇଥିବା […]

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଟାଙ୍ଗିଆରେ ହାଣି ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ନାଁ କୁନ୍ତଳା କିଷାନ (୫୦)। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଖବର ଅନୁଯାୟୀ, ଗତକାଲି ରାତିରେ କୁନ୍ତଳାଙ୍କ ସହ ସୁରେଶଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ କୁନ୍ତଳା ଖାଇପିଇ ଘରେ ଶୋଇଥିଲେ। ବଳମ୍ବିତ ରାତିରେ କୁନ୍ତଳା ଶୋଇଥିବା ଅବସ୍ଥାରେ ସୁରେଶ ଏକ ଟାଙ୍ଗିଆ ଆଣି ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର