ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ନବଜାତ ଶିଶୁକନ୍ୟାକୁ ଜଙ୍ଗଲରୁ ଉଦ୍ଧାରକଲେ ସ୍ଥାନୀୟଲୋକେ

The Sakala Picture
Published On

ଦେବଗଡ଼: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରିଆମାଳ ଥାନା ଟିଂକବିର ଗ୍ରାମ ଜଙ୍ଗଲରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଙ୍ଗଲରେ ଏକ ଶିଶୁକନ୍ୟା ପଡିଥିବାର ଦେଖି ଗ୍ରାମବାସୀମାନେ ଅଙ୍ଗନବାଡି ଦିଦିଙ୍କୁ ସୂଚନା ଦେଇଥିଲେ। ପରେ ଅଙ୍ଗନବାଡି ଦିଦିଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଅଙ୍ଗନବାଡି ଦିଦିଙ୍କ ସୂଚନା କ୍ରମେ ରିଆମାଳ ଚାଇଲଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନବଜାତକୁ ଉଦ୍ଧାର କରାଯାଇ ଛତାବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟାଳୟ […]

ଦେବଗଡ଼: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରିଆମାଳ ଥାନା ଟିଂକବିର ଗ୍ରାମ ଜଙ୍ଗଲରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଙ୍ଗଲରେ ଏକ ଶିଶୁକନ୍ୟା ପଡିଥିବାର ଦେଖି ଗ୍ରାମବାସୀମାନେ ଅଙ୍ଗନବାଡି ଦିଦିଙ୍କୁ ସୂଚନା ଦେଇଥିଲେ। ପରେ ଅଙ୍ଗନବାଡି ଦିଦିଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଅଙ୍ଗନବାଡି ଦିଦିଙ୍କ ସୂଚନା କ୍ରମେ ରିଆମାଳ ଚାଇଲଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନବଜାତକୁ ଉଦ୍ଧାର କରାଯାଇ ଛତାବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟାଳୟ ଏସଏନସିୟୁକୁ ସ୍ଥାନାନ୍ତର କରାଯାଇଛି। ଶିଶୁ କନ୍ୟା ମୁଣ୍ଡରେ ଆଘାତ ଥିବା ସୂଚନା

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

14 Nov 2022 By The Sakala

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ନବଜାତ ଶିଶୁକନ୍ୟାକୁ ଜଙ୍ଗଲରୁ ଉଦ୍ଧାରକଲେ ସ୍ଥାନୀୟଲୋକେ

ଦେବଗଡ଼: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରିଆମାଳ ଥାନା ଟିଂକବିର ଗ୍ରାମ ଜଙ୍ଗଲରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଙ୍ଗଲରେ ଏକ ଶିଶୁକନ୍ୟା ପଡିଥିବାର ଦେଖି ଗ୍ରାମବାସୀମାନେ ଅଙ୍ଗନବାଡି ଦିଦିଙ୍କୁ ସୂଚନା ଦେଇଥିଲେ। ପରେ ଅଙ୍ଗନବାଡି ଦିଦିଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଅଙ୍ଗନବାଡି ଦିଦିଙ୍କ ସୂଚନା କ୍ରମେ ରିଆମାଳ ଚାଇଲଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନବଜାତକୁ ଉଦ୍ଧାର କରାଯାଇ ଛତାବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟାଳୟ ଏସଏନସିୟୁକୁ ସ୍ଥାନାନ୍ତର କରାଯାଇଛି। ଶିଶୁ କନ୍ୟା ମୁଣ୍ଡରେ ଆଘାତ ଥିବା ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର