ରାଜ୍ୟରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ଚିହ୍ନଟ ହେଲେଣି ୩୮୯ ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଗତବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଖୋର୍ଦ୍ଧାରୁ ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ୩୮ଓ ବଲାଙ୍ଗୀରରୁ ୩୩ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ସଇଁତଲାର ଗୋପବନ୍ଧୁ ପଡାରୁ […]

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଗତବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଖୋର୍ଦ୍ଧାରୁ ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ୩୮ଓ ବଲାଙ୍ଗୀରରୁ ୩୩ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ସଇଁତଲାର ଗୋପବନ୍ଧୁ ପଡାରୁ କିଛି ଲୋକ ତେଲେଙ୍ଗାନା କାମ କରିବାକୁ ଯାଇଥିଲେ। ସେମାନଙ୍କ ପରିବାର ଲୋକଙ୍କ ଠାରୁ ଡେଙ୍ଗୁ ବ୍ୟାପିଛି। କେବଳ ଗୋପବନ୍ଧୁ ପଡାରୁ ଏପର୍ଯ୍ୟନ୍ତ ୨୩ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମଶାରୀରେ ଭିତରେ ରୋଗୀଙ୍କୁ ଆବଧ ରଖି ଚିକିତ୍ସା କରାଯାଉଛି। ବଲାଙ୍ଗୀର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ଯୋଗାଯୋଗ ରଖି କାମ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ନିର୍ଦେଶ ରହିଛି। କିଭଳି ରୋଗ ନ ବ୍ୟାପିବ ସେଥିପାଇଁ ଚେଷ୍ଟା ଜାରି ରହିଛି। ଟେଷ୍ଟିଙ୍ଗ ବଢ଼ାଯାଇଛି । ରାଜ୍ୟର ସବୁ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରାଯାଇଛି। ଏ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିିଛନ୍ତି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

06 Jul 2024 By The Sakala

ରାଜ୍ୟରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ଚିହ୍ନଟ ହେଲେଣି ୩୮୯ ଆକ୍ରାନ୍ତ

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଗତବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଖୋର୍ଦ୍ଧାରୁ ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ୩୮ଓ ବଲାଙ୍ଗୀରରୁ ୩୩ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ସଇଁତଲାର ଗୋପବନ୍ଧୁ ପଡାରୁ କିଛି ଲୋକ ତେଲେଙ୍ଗାନା କାମ କରିବାକୁ ଯାଇଥିଲେ। ସେମାନଙ୍କ ପରିବାର ଲୋକଙ୍କ ଠାରୁ ଡେଙ୍ଗୁ ବ୍ୟାପିଛି। କେବଳ ଗୋପବନ୍ଧୁ ପଡାରୁ ଏପର୍ଯ୍ୟନ୍ତ ୨୩ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମଶାରୀରେ ଭିତରେ ରୋଗୀଙ୍କୁ ଆବଧ ରଖି ଚିକିତ୍ସା କରାଯାଉଛି। ବଲାଙ୍ଗୀର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ଯୋଗାଯୋଗ ରଖି କାମ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ନିର୍ଦେଶ ରହିଛି। କିଭଳି ରୋଗ ନ ବ୍ୟାପିବ ସେଥିପାଇଁ ଚେଷ୍ଟା ଜାରି ରହିଛି। ଟେଷ୍ଟିଙ୍ଗ ବଢ଼ାଯାଇଛି । ରାଜ୍ୟର ସବୁ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରାଯାଇଛି। ଏ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର