ଜୁନ୍ ୨୪ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ବିନାଭକ୍ତରେ ହେବା ନେଇ ସମ୍ଭାବନା

The Sakala Picture
Published On

ପୁରୀ: ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ଏ ବର୍ଷ ମଧ୍ୟ ଗତ ବର୍ଷ ପରି ବିନାଭକ୍ତରେ ହୋଇପାରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ୍ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । କୋଭିଡ କଟକଣାରେ ନୀତି ସମ୍ପନ୍ନ ନେଇ ଚାଲିଛି ବିଚାରବିମର୍ଶ । ତେବେ ବିନାଭକ୍ତରେ ଆୟୋଜନ ନେଇ ପ୍ରଶାସନ ଏ ଯାଏଁ […]

ପୁରୀ: ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ଏ ବର୍ଷ ମଧ୍ୟ ଗତ ବର୍ଷ ପରି ବିନାଭକ୍ତରେ ହୋଇପାରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ୍ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । କୋଭିଡ କଟକଣାରେ ନୀତି ସମ୍ପନ୍ନ ନେଇ ଚାଲିଛି ବିଚାରବିମର୍ଶ । ତେବେ ବିନାଭକ୍ତରେ ଆୟୋଜନ ନେଇ ପ୍ରଶାସନ ଏ ଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନି । ବୈଠକ ପରେ ଚୂଡାନ୍ତ ରୂପରେଖ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପୂର୍ବରୁ ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରଥଯାତ୍ରା, ଚନ୍ଦନ ଯାତ୍ର ସୀମିତ ସେବାୟତ ଓ ବିନା ଭକ୍ତରେ କରିବା ନେଇ ନିଷ୍ପତ୍ତି ହୋଇଥିଲା ଏବଂ ତଦ୍‌ନୁଯାୟୀ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

31 May 2021 By The Sakala

ଜୁନ୍ ୨୪ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ବିନାଭକ୍ତରେ ହେବା ନେଇ ସମ୍ଭାବନା

ପୁରୀ: ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ଏ ବର୍ଷ ମଧ୍ୟ ଗତ ବର୍ଷ ପରି ବିନାଭକ୍ତରେ ହୋଇପାରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ୍ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । କୋଭିଡ କଟକଣାରେ ନୀତି ସମ୍ପନ୍ନ ନେଇ ଚାଲିଛି ବିଚାରବିମର୍ଶ । ତେବେ ବିନାଭକ୍ତରେ ଆୟୋଜନ ନେଇ ପ୍ରଶାସନ ଏ ଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନି । ବୈଠକ ପରେ ଚୂଡାନ୍ତ ରୂପରେଖ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପୂର୍ବରୁ ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରଥଯାତ୍ରା, ଚନ୍ଦନ ଯାତ୍ର ସୀମିତ ସେବାୟତ ଓ ବିନା ଭକ୍ତରେ କରିବା ନେଇ ନିଷ୍ପତ୍ତି ହୋଇଥିଲା ଏବଂ ତଦ୍‌ନୁଯାୟୀ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର