ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଝାରସୁଗୁଡା: ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡିର ୱାଗନରୁ ଅଖା ବସ୍ତାରେ ଭର୍ତିଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝାରସୁଗୁଡା ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଛତିଶଗଡ଼ ଅଗଲତାରାରୁ କୋଇଲା ନେବା […]
ଝାରସୁଗୁଡା: ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡିର ୱାଗନରୁ ଅଖା ବସ୍ତାରେ ଭର୍ତିଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝାରସୁଗୁଡା ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଛତିଶଗଡ଼ ଅଗଲତାରାରୁ କୋଇଲା ନେବା ପାଇଁ ଝାରସୁଗୁଡା MCL ଲଖନପୁର ଖଣି କ୍ଷେତ୍ରର ବିଓସିଏମ ସାଇଡିଂ ନମ୍ବର ୩କୁ ଏହି ରେଳ ଗାଡିଟି ଆସିଥିବା ଜଣାପଡିଛି ।