ଭୁବନେଶ୍ବର ବାଲିଯାତ୍ରା ପଡିଆରୁ ମିଳିଲା ପୋତାହୋଇଥିବା ମୃତଦେହ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହ ଦେଖିବାକୁ ମିଳିଛି। ବାଲିରେ ସମ୍ପୂର୍ଣ୍ଣ ଶରୀର ପୋତି ହୋଇ ରହିଥିବା ବେଳେ ବାଲି ଉପରକୁ କେବଳ ହାତ ଓ ମୁଣ୍ଡର କିଛି ଅଂଶ ଦେଖାଯାଉଛି। ପାରିପାର୍ଶ୍ବିକ ସ୍ଥିତରୁ କେହି ହତ୍ଯା କରି ପୋତିଦେଇଥିବା ସନ୍ଦେହ କରାଯାଉଛି। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ବର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହ ଦେଖିବାକୁ ମିଳିଛି। ବାଲିରେ ସମ୍ପୂର୍ଣ୍ଣ ଶରୀର ପୋତି ହୋଇ ରହିଥିବା ବେଳେ ବାଲି ଉପରକୁ କେବଳ ହାତ ଓ ମୁଣ୍ଡର କିଛି ଅଂଶ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: କଳାହାଣ୍ଡି ଓ ରାୟଗଡ଼ାରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ପାରିପାର୍ଶ୍ବିକ ସ୍ଥିତରୁ କେହି ହତ୍ଯା କରି ପୋତିଦେଇଥିବା ସନ୍ଦେହ କରାଯାଉଛି। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ବର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବ୍ଲୋସମ୍ସ ସ୍କୁଲରେ ‘ଏଡୁଫେଷ୍ଟ ୨୦୨୬’ ଅନୁଷ୍ଠିତ: ବିଦ୍ୟାର୍ଥୀଙ୍କ ଜ୍ଞାନ, ସୃଜନଶୀଳତା, ପ୍ରତିଭା ଓ ଦକ୍ଷତାର ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ

 

ଆହୁରି ପଢ଼ନ୍ତୁ: ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର