ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପିଙ୍କ ଅପିଲ୍: ମାତିଛନ୍ତି ଦୁର୍ବୃତ୍ତ, ସତର୍କ ଓ ନିରାପଦ ରହିବାକୁ ଦେଲେ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପି ପ୍ରତୀକ ସିଂହ ଅପିଲ କରିଛନ୍ତି। ଘର ଛାଡି ବାହାରକୁ ଗଲେ କାହାକୁ ଦାୟିତ୍ବରେ ଛାଡି ଯାଆନ୍ତୁ । ଅଧିକ ଦିନ ବାହାରକୁ ଯାଉଥିଲେ ନିକଟସ୍ଥ ଥାନରେ ଜଣାନ୍ତୁ । ଘର ପାଖ କୌଣସି ସ୍ଥାନକୁ ଯଉଥିଲେ ୨ ଚକିଆ ଗାଡି ନିଅନ୍ତୁ । ଏହି ସମୟରେ ଭିଡର ସୁଯୋଗ ନେଇ ବାଇକ ଚୋର ମଧ୍ୟ ମାତିଛନ୍ତି। ଗାଡିରେ ଡବଲ ଲକ ବ୍ଯବହାର କରନ୍ତୁ। ବାଇକ ଡିକିରେ କୌଣସି ମୂଲ୍ୟବାନ ସାମଗ୍ରୀ […]

ଭୁବନେଶ୍ବର: ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପି ପ୍ରତୀକ ସିଂହ ଅପିଲ କରିଛନ୍ତି। ଘର ଛାଡି ବାହାରକୁ ଗଲେ କାହାକୁ ଦାୟିତ୍ବରେ ଛାଡି ଯାଆନ୍ତୁ । ଅଧିକ ଦିନ ବାହାରକୁ ଯାଉଥିଲେ ନିକଟସ୍ଥ ଥାନରେ ଜଣାନ୍ତୁ । ଘର ପାଖ କୌଣସି ସ୍ଥାନକୁ ଯଉଥିଲେ ୨ ଚକିଆ ଗାଡି ନିଅନ୍ତୁ । ଏହି ସମୟରେ ଭିଡର ସୁଯୋଗ ନେଇ ବାଇକ ଚୋର ମଧ୍ୟ ମାତିଛନ୍ତି। ଗାଡିରେ ଡବଲ ଲକ ବ୍ଯବହାର କରନ୍ତୁ। ବାଇକ ଡିକିରେ କୌଣସି ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ । ମଣ୍ଡପ କିମ୍ବା ଜନଗହଳି ସ୍ଥାନରେ ସାମଗ୍ରୀକୁ ନିଜ ଦାୟିତ୍ବରେ ରଖନ୍ତୁ । ସନ୍ଦେହଜନକ ବ୍ୟକ୍ତି ବା ଜିନିଷ ଦେଖିଲେ ୧୧୨କୁ କଲ କରି ଜଣାନ୍ତୁ । ସତର୍କ ଓ ନିରାପଦ ରହିବାକୁ ଡିସିପି ପରାମର୍ଶ  ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

02 Oct 2022 By The Sakala

ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପିଙ୍କ ଅପିଲ୍: ମାତିଛନ୍ତି ଦୁର୍ବୃତ୍ତ, ସତର୍କ ଓ ନିରାପଦ ରହିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପି ପ୍ରତୀକ ସିଂହ ଅପିଲ କରିଛନ୍ତି। ଘର ଛାଡି ବାହାରକୁ ଗଲେ କାହାକୁ ଦାୟିତ୍ବରେ ଛାଡି ଯାଆନ୍ତୁ । ଅଧିକ ଦିନ ବାହାରକୁ ଯାଉଥିଲେ ନିକଟସ୍ଥ ଥାନରେ ଜଣାନ୍ତୁ । ଘର ପାଖ କୌଣସି ସ୍ଥାନକୁ ଯଉଥିଲେ ୨ ଚକିଆ ଗାଡି ନିଅନ୍ତୁ । ଏହି ସମୟରେ ଭିଡର ସୁଯୋଗ ନେଇ ବାଇକ ଚୋର ମଧ୍ୟ ମାତିଛନ୍ତି। ଗାଡିରେ ଡବଲ ଲକ ବ୍ଯବହାର କରନ୍ତୁ। ବାଇକ ଡିକିରେ କୌଣସି ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ । ମଣ୍ଡପ କିମ୍ବା ଜନଗହଳି ସ୍ଥାନରେ ସାମଗ୍ରୀକୁ ନିଜ ଦାୟିତ୍ବରେ ରଖନ୍ତୁ । ସନ୍ଦେହଜନକ ବ୍ୟକ୍ତି ବା ଜିନିଷ ଦେଖିଲେ ୧୧୨କୁ କଲ କରି ଜଣାନ୍ତୁ । ସତର୍କ ଓ ନିରାପଦ ରହିବାକୁ ଡିସିପି ପରାମର୍ଶ  ଦେଇଛନ୍ତି।

https://www.thesakala.in/latest-odisha-news/dcp-appeal-to-bbsr-residents-on-festivals/article-15426
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର