ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ

The Sakala Picture
Published On

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ ରହିବ।  +୩  ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି  ନିଆଯାଇଛି। ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଛି। ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କଲେଜମାନଙ୍କରେ ପୋଲିଂ ବୁଥ୍‌ ହେବାର ଥିବାରୁ ପରୀକ୍ଷା ବନ୍ଦ ନିର୍ଦଶ ଦିଆଯାଇଛି। ଏଥିସହ ଛାତ୍ରଛାତ୍ରୀମାନେ ମଧ୍ଯ ଭୋଟରେ ଅଂଶ ଗ୍ରହଣ କରିପାରିବେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

08 Mar 2022 By The Sakala

ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ ରହିବ।  +୩  ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି  ନିଆଯାଇଛି। ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଛି। ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କଲେଜମାନଙ୍କରେ ପୋଲିଂ ବୁଥ୍‌ ହେବାର ଥିବାରୁ ପରୀକ୍ଷା ବନ୍ଦ ନିର୍ଦଶ ଦିଆଯାଇଛି। ଏଥିସହ ଛାତ୍ରଛାତ୍ରୀମାନେ ମଧ୍ଯ ଭୋଟରେ ଅଂଶ ଗ୍ରହଣ କରିପାରିବେ।

https://www.thesakala.in/latest-odisha-news/date-22-to-24-exams-are-closed-due-to-municipal-elections/article-9801
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର