ବଢୁଛି ସାଇବର ଅପରାଧ: ପାର୍ବଣ ସମୟରେ ଲୋଭନୀୟ ଅଫର୍ ଦେଇ କରିପାରନ୍ତି ଠକେଇ, ସତର୍କ ରହିବାକୁ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ବଢୁଛି ସାଇବର ଅପରାଧ । ଗତ ୯ ମାସରେ ୩୬୬୦ ଟି ସାଇବର ଅପରାଧ ନେଇ ମାମଲା ରୁଜୁ ହୋଇଛି । ୬୮ କୋଟି ୬୯ ଲକ୍ଷ ୯୦ ହାଜର ୮୭୫ ଟଙ୍କା ଠକେଇ ହୋଇଛି।  ଏହା ମଧ୍ୟରେ ୧୧ କୋଟି ୭୪ ହାଜର ୬୪୩ ଟଙ୍କା ଫ୍ରିଜ କରିବାରେ ସଫଳ ହୋଇଛି କମିସନରେଟ ପୁଲିସ । ତାହା ମଧ୍ୟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବାରେ ପୁଲିସ ସଫଳ ହୋଇପାରିଛି। ପାର୍ବଣ […]

ଭୁବନେଶ୍ବର: ବଢୁଛି ସାଇବର ଅପରାଧ । ଗତ ୯ ମାସରେ ୩୬୬୦ ଟି ସାଇବର ଅପରାଧ ନେଇ ମାମଲା ରୁଜୁ ହୋଇଛି । ୬୮ କୋଟି ୬୯ ଲକ୍ଷ ୯୦ ହାଜର ୮୭୫ ଟଙ୍କା ଠକେଇ ହୋଇଛି।  ଏହା ମଧ୍ୟରେ ୧୧ କୋଟି ୭୪ ହାଜର ୬୪୩ ଟଙ୍କା ଫ୍ରିଜ କରିବାରେ ସଫଳ ହୋଇଛି କମିସନରେଟ ପୁଲିସ । ତାହା ମଧ୍ୟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବାରେ ପୁଲିସ ସଫଳ ହୋଇପାରିଛି। ପାର୍ବଣ ଋତୁ ସମୟରେ ଲୋକମାନେ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି। ଏହି ସମୟରେ ବିଭିନ୍ନ ସଂସ୍ଥା ଲୋଭନୀୟ ଅଫର୍ ଦେଇ ଠକେଇ କରିବା ପାଇଁ ଅଭିନବ ଉପାୟ ଆପଣାଇ ପାରନ୍ତି। ସତର୍କ ରହିବାକୁ ପରାମର୍ଶ ଦିଆଯଇଛି। ନୂଆକି ଆସିଛି ଡିଜିଟାଲ ଆରେଷ୍ଟ । ଯେଉଁଥିରେ ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ । କୌଣସି ଲୋକ ଏଥିରେ ପ୍ରଭାବିତ ନ ହେବା ପାଇଁ  ଭୁବନେଶ୍ବ ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର